ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ; ଜିରୋ କାଜୁଆଲିଟିକୁ ସରକାର ଦେଇଛନ୍ତି ପ୍ରାଧାନ୍ୟ

Published By : Bijay Swain | May 16, 2025 6:38 PM

ଭୂବନେଶ୍ୱର: ଗ୍ରୀଷ୍ମପ୍ରବାହ ଯୋଗୁଁ ବଲାଙ୍ଗୀରର ଏକ ସମ୍ଭାବ୍ୟ ମୃତ୍ୟୁ ରିପୋର୍ଟ ଆସିଥିବା କହିଲେ ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି,  ଗତ ବର୍ଷ ଅପେକ୍ଷା ସରକାର ଅନେକ ଯତ୍ନବାନ ଅଛନ୍ତି। ଜିରୋ କାଜୁଆଲିଟିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଗ୍ରୀଷ୍ମ ପ୍ରବାହରେ ଗତ ଦିନ ମାନଙ୍କରେ ମୃତ୍ୟୁ ଅଧିକ ଥିଲା। ଗତବର୍ଷ କେବଳ ଝାରସୁଗୁଡ଼ାରୁ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଚଳିତବର୍ଷ ବର୍ତ୍ତମାନ୍ ସୁଦ୍ଧା ବଲାଙ୍ଗୀର ଜିଲ୍ଲାରୁ ହିଁ ଜଣଙ୍କର ସମ୍ଭାବ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। କିନ୍ତୁ ଅନ୍ୟ ଜିଲ୍ଲାରୁ ଆସିନାହିଁ। SOPକୁ ଠିକ୍ ଭାବେ ପାଳନ ଓ ସଚେତନ କାରଣରୁ ଏ ପର୍ଯ୍ୟନ୍ତ କୌଣସି ଅଘଟଣ ହୋଇନାହିଁ। ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରାକ୍ ପ୍ରସ୍ତୁତି କରାଯାଇଛି ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.