ଭୁବନେଶ୍ବର,୧୭।୧୨ : ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଧିନ ତେନ୍ତୁଲିଆ ଗ୍ରାମର ୩ଟି ସ୍ଥାନରେ ବନବିଭାଗର ଭିଜିଲାନ୍ସ ଟିମ୍ ଚଢାଉ କରି ୨୭୬ ସିଫ୍ଟ କାଠ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ୭୦ ହଜାର ୮୫୭ ଟଙ୍କା ହେବ।