ପ୍ରମୂଖ ଖବର
  • ସମ୍ୱଲପୁର : ଜମିବାଡ଼ି ବିବାଦରୁ ରକ୍ତପାତ, ଛୁରାମାଡ଼ରେ ଜଣେ ଗୁରୁତର
  • ||
  • ଇଂଲଣ୍ଡ ଟୁର୍‌ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ୍ କ୍ୟାପ୍ଟେନ୍‌, ପନ୍ତ ଉପ-ଅଧିନାୟକ, ସାମି ଆଉଟ୍
  • ||
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଅନାହାରରେ ଯୁଦ୍ଧଗ୍ରସ୍ତ ଗାଜା ସ୍ଥିତି ଖୁବ୍ ଭୟଙ୍କର, ଭୋକ ଦାଉରେ ରିଲିଫ୍ ଟ୍ରକକୁ ବାଟରୁ ଲୁଟିନେଲେ ଲୋକେ

Published By : Prameya | May 24, 2025 2:15 PM

ନୂଆଦିଲ୍ଲୀ,୨୪।୫: ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଭିତରେ ଗାଜାର ସ୍ଥିତି ସଙ୍ଗୀନ । ଭୋକରେ ଅଧିକାଂଶ ଲୋକଙ୍କର ଜୀବନ ଯାଉଛି । ସ୍ଥିତି ଏତେ ଖରାପ ଯେ, ରିଲିଫ୍ ସାମଗ୍ରୀ ନେଇ ଯାଉଥିବା ଟ୍ରକ ଯିବା ଆସିବା କଷ୍ଟକର ହୋଇପଡିଛି। ଲୋକେମାନେ ରାସ୍ତାରୁ ହିଁ ଟ୍ରକ ଲୁଟି ନେଉଛନ୍ତି। ଇସ୍ରାଏଲର ଦୀର୍ଘ ସମୟ ଧରି କଟକଣା  ପରେ ରିଲିଫ୍ ସାମଗ୍ରୀ ଥିବା ଟ୍ରକ ପଠାଯାଇଛି।  ତେବେ  ଭୋକ ଓ ଅଭାବରେ ଥିବା ଲୋକ ଏହାକୁ ଲୁଟି ନେଇଛନ୍ତି।

ଯୁଦ୍ଧ ପରେ ଗାଜା ସ୍ଥିତି ଶୋଚନୀୟ। ଭୋକ ଉପାସରେ ହଜାର ହଜାର ଲୋକେ। ଗୋଟିଏ ପଟେ ଇସ୍ରାଏଲର ଘନ ଘନ ଆକ୍ରମଣ ତ ଅନ୍ୟପକ୍ଷେ ଖାଦ୍ୟ ଅଭାବ। ଖାଇବାକୁ ନପାଇ ଅନେକ ଲୋକଙ୍କ ଜୀବନ ଗଲାଣି। ଜାତିସଂଘ ମୁଖ୍ୟ କହିଛନ୍ତି ରିଲିଫ୍ ସାମଗ୍ରୀ ଉପରେ ଇସ୍ରାଏଲକୁ ରୋକ ଲଗାଇବା ଉଚିତ ନୁହେଁ। ଏହା ଅମାନବୀୟ।  ଓ୍ବାର୍ଲ୍ଡ ଫୁଡ୍ ପୋଗ୍ରାମ ପକ୍ଷରୁ କୁହାଯାଇଛି, ୨ ମାର୍ଚ୍ଚ ପରେ ଗାଜାକୁ ରିଲିଫ୍ ସାମଗ୍ରୀ ନେବାକୁ ଗାଜା ଅନୁମତି ଦେଇଥିଲା।  ୪୦୦ ଟ୍ରକ୍ ମଧ୍ୟରୁ ୧୧୫ଟି ଗାଜାକୁ ଯିବାର ଅନୁମତି ମିଳିଥିଲା। ତେବେ  ତା ମଧ୍ୟରୁ ୧୫ଟି ଟ୍ରକ୍‌କୁ  ଲୋକେ ଲୁଟି ନେଇଛନ୍ତି। 

ସେପଟେ ଗାଜାରେ ଇସ୍ରାଏଲ ନରସଂହାର ଆହୁରି ବଢାଇ ଦେଇଛି। ଜୋରଦାର ଆକ୍ରମଣ କରୁଛି। ଗାଜାର ସିଭିଲ୍ ଡିଫେନ୍ସ ଏଜେନ୍ସି ଅଧିକାରୀ ମହମ୍ମଦ ଅଲଗ ମୁଗାୟିର କହିଛନ୍ତି, ଶୁକ୍ରବାର ଗାଜା ଉପରେ ହୋଇଛି ଜୋରଦାର ହମଲା। ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ରେ ଅତି କମ୍‌ରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ଅନେକ ଆହତ ହୋଇଛନ୍ତି। ଏହାଛଡା ବହୁଲୋକ ମଧ୍ୟ ନିଖୋଜ ଅଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.