ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ରାମନବମୀ ଆଖଡା ଶୋଭାଯାତ୍ରାରେ ଜଳିଗଲା ଜେନେରେଟର

Published By : Prameya | April 6, 2025 10:23 PM

ଝାରସୁଗୁଡା, ୬।୪ ରାମନବମୀ ଆଖଡା ଶୋଭାଯାତ୍ରା ଯାଉଥିବା ବେଳେ ନିଆଁ ଲାଗି ଜଳିଗଲା ଜେନେରେଟର ସେଟ ସହ ଗାଡି। ତଲିଭଟା ଓ ଚୌକିପଡା ରୁ ବାହାରିଥିବା ଆଖଡା ଶୋଭାଯାତ୍ରାରେ ସାମିଲ ଥିବା ଜେନେରେଟର ବୋଝେଇ ଗାଡ଼ିରେ ହଠାତ ନିଆଁ ଲାଗି ଜଳିଯାଇ ଥିଲା। ଗାଡ଼ି ଚାଳକ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିଲେ। ଆଖଡାରେ ସାମିଲ ଲୋକେ ଓ ପୋଲିସ ମିଶି ବାଲି ଓ ପାଣି ଫିଙ୍ଗି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ସଟସର୍କିଟ ଯୋଗୁଁ ନିଆଁ ଲାଗି ଥିବା କୁହାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.