ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ଯଦି ବ୍ୟାଙ୍କ ବୁଡ଼ି ଯାଏ ତ ଆକାଉଣ୍ଟରେ ୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ରହିବ ସୁରକ୍ଷିତ ! ସରକାର କରୁଛନ୍ତି ବଡ଼ ପ୍ରସ୍ତୁତି

Published By : Prameya | February 17, 2025 11:01 PM

ନୂଆଦିଲ୍ଲୀ : ଫାଇନେନ୍ସିଆଲ ସର୍ଭିସ ଡିପାର୍ଟମେଣ୍ଟର ସେକ୍ରେଟାରୀ ଏମ୍‌ . ନାଗରାଜୁ ସୋମବାର କହିଛନ୍ତି କି, ସରକାର ଡିପୋଜିଟ୍‌ ଇନ୍ସୁରାଣ୍ଟର ଲିମିଟକୁ ୫ ଲକ୍ଷ ଟଙ୍କାରୁ ବଢାଇବା ଉପରେ ବିଚାର କରୁଛନ୍ତି। ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍‌ ବ୍ୟାଙ୍କର କଥିତ ଘୋଟାଲା ସାମନାକୁ ଆସିବାର କିଛି ଦିନ ପରେ ନାଗରାଜୁ କହିଛନ୍ତି କି , ଏହିପରି ପ୍ରସ୍ତାବ ଉପରେ କାମ ଜାରି ରହିଛି। 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଉପସ୍ଥିତିରେ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି , ଇସ୍ୟୁ ଡିପୋଜିଟ୍ ଇନ୍ସୁରାନ୍ସ ସୀମା ବଢାଇବାକୁ ହୋଇଛି...ଏହା ଉପରେ ସକ୍ରିୟତାର ସହ ବିଚାର କରାଯାଉଛି। ଯେମିତି ହିଁ ସରକାର ମଞ୍ଜୁରୀ ଦେବେ , ଆମେ ଏହାର ଅଧିସୂଚନା ଜାରି କରି ଦେବୁ। ହେଲେ , ନାଗରାଜୁ ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍‌ ବ୍ୟାଙ୍କର ସଙ୍କଟ ଉପରେ କିଛି ବି ଟିପ୍ପଣୀ କରିବାକୁ ମନା କରି ଦେଇଛନ୍ତି। କହିଛନ୍ତି ଏହି ମାମଲାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଖୁଛି।

ଡିପୋଜିଟ୍‌ ଇନ୍ସୁରାନ୍ସ କ୍ଲେମ୍‌ କଣ ?

କହି ରଖୁଛୁ କି , ଡିପୋଜିଟ୍‌ ଇନ୍ସୁରାନ୍ସ କ୍ଲେମ୍‌ ସେତେବେଳେ ଆରମ୍ଭ ହୋଇ ଥାଏ , ଯେତେବେଳେ କୌଣସି ବ୍ୟାଙ୍କ ବୁଡ଼ି ଯାଏ। ଗତ କିଛି ବର୍ଷରେ ନିରପେକ୍ଷ ବୀମା ଓ ପ୍ରତ୍ୟୟ ଗାରେଣ୍ଟି ନିଗମ (ଡିଆଇସିଜିସି) ଏମିତି ଦାବିର ପେମେଣ୍ଟ କରି ଚାଲିଛି। ଏହି ୟୁନିଟ୍‌ ନିଜ ଦ୍ୱାରା ପ୍ରଦାନ କରାଯାଉ ଥିବା କଭର ପାଇଁ ବ୍ୟାଙ୍କ୍‌ରେ ପ୍ରିମିୟମ ଏକାଠି କରିଥାଏ ଏବଂ ସର୍ବାଧିକ ଦାବି ସହକାରୀ (କୋପରେଟିଭ୍‌) ଋଣଦାତାଙ୍କ ମାମଲାରେ କରାଯାଇଛି। 

ଉଲ୍ଲେଖନୀୟ ଯେ, ପିଏମସି ବ୍ୟାଙ୍କ ଘୋଟାଲା ପରେ ଡିଆଇସିଜିସି ବୀମା ସୀମା ୨୦୨୦ରେ ଲକ୍ଷ ଟଙ୍କାରୁ ବଢାଇ ୫ଲକ୍ଷ ଟଙ୍କା କରି ଦିଆ ଯାଇ ଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.