କଟକ, ୩୦/୧ : ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ । ଅଦାଲତ ଅବମାନନା ନୋଟିସ ଜାରି କଲେ ହାଇକୋର୍ଟ । କାହିଁକି ଦଣ୍ଡିତ କରାଯିବନି ସେନେଇ ଜବାବ ତଲବ । ୩ ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ । କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପାଇଁ ହୋଇଥିଲା ବିଜ୍ଞପ୍ତି । ଅଭୟାରଣ୍ୟ ପାଇଁ ୧୯୭୮ରେ ହୋଇଥିଲା ବିଜ୍ଞପ୍ତି। ଦୀର୍ଘ ବର୍ଷ ପରେ ବି ହୋଇନାହିଁ ଜମି ଅଧିଗ୍ରହଣ । ଚୂଡ଼ାନ୍ତ ନିଷ୍ପତ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ୨୦୨୪ ଡିସେମ୍ବର ସୁଦ୍ଧା ନିଷ୍ପତି ପାଇଁ ନିର୍ଦ୍ଦେଶ ଥିଲା ।

ଏହାସହ ପଢ଼ନ୍ତୁ : ପୁଣି ଚର୍ଚ୍ଚାରେ ମୋକିମଙ୍କ ମହିଳା ସମାବେଶ, ଯୋଗଦେଲେ ସୋଫିଆ