ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପାକିସ୍ତାନର ୧୦ଟି ଭିସା ରଦ୍ଦ କରିଛି ଭାରତ, ପାକିସ୍ତାନୀ କେଉଁ କାମ ପାଇଁ ଏସବୁର ବ୍ୟବହାର କରନ୍ତି ଆସନ୍ତୁ ଜାଣିବା...

Published By : Swapna Ray | April 28, 2025 3:41 PM

ନୂଆଦିଲ୍ଲୀ, ୨୮।୪: ପହଲଗାମ ଆଟାକ ପରେ ଆକ୍ସନ ମୋଡ୍‌ରେ ଭାରତ ସରକାର । ବିଦେଶ ମନ୍ତ୍ରାଳୟ ମୁତାବକ, ଭାରତ ସରକାର ପାକିସ୍ତାନୀଙ୍କ ଭିସା ରଦ୍ଦ କରିଦେଇଛନ୍ତି । ତେବେ ଭାରତରେ ପାକିସ୍ତାନୀମାନଙ୍କ ପାଇଁ ଭିସା ରଦ୍ଦ କରାଯାଇଛି । କିନ୍ତୁ, କହିରଖୁ କି, ଭାରତ ପାକିସ୍ତାନର ୧୦ଟି ଭିସା ରଦ୍ଦ କରିଛି । ଏହି ସହିତ ଜଡ଼ିତ ଅଣ-କୁଟନୈତିଜ୍ଞ ସଦସ୍ୟଙ୍କ ପାଇଁ ଅଣ-କୁଟନୈତିଜ୍ଞ ଭିସା ଦିଆଯାଏ । 

ସରକାରୀ ଭିସା: ଅନ୍ତର୍ଜାତୀୟ କିମ୍ୱା ବ୍ୟବସାୟିକ କାର୍ଯ୍ୟକ୍ରମ ପାଇଁ ଭାରତ ପାକିସ୍ତାନକୁ ଏହି ସରକାରୀ ଭିସା ଦେଇଥାଏ । ଯାହା ଏହି ସରକାରୀ ଭିସା ସାଧାରଣତଃ ୧୫ ଦିନ ପାଇଁ ବୈଧ ରୁହେ । 

ଭିଜିଟର୍ ଭିସା: କେଉଁମାନଙ୍କୁ ମିଳେ ଭିଜିଟର୍ ଭିସା ? ପାକିସ୍ତାନୀମାନଙ୍କୁ ଭାରତରେ ରହୁଥିବା ସେମାନଙ୍କ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଭେଟିବା ପାଇଁ ଭିଜିଟର୍ ଭିସା ପ୍ରଦାନ କରାଯାଏ । ଏହି ଭିସାକୁ ୩ ମାସରୁ ଅଧିକ ସମୟ ଧରି ଜାରି କରାଯାଏନାହିଁ । 

ବିଜ୍‌ନେସ୍ ଭିସା: ଭାରତକୁ ବ୍ୟବସାୟ ପାଇଁ ଆସୁଥିବା ପାକିସ୍ତାନୀ ବ୍ୟବସାୟୀଙ୍କୁ ୨ଟି ବର୍ଗରେ ବିଜନେସ୍ ବା ବ୍ୟବସାୟ ଭିସା ଦିଆଯାଏ ।ଏହା ବ୍ୟତୀତ ପାକିସ୍ତାନୀମାନଙ୍କ ପାଇଁ ଟ୍ରାନଜିଟ୍ ଭିସା ଜାରି କରାଯାଏ । 

ସେହିପରି ପାକିସ୍ତାନୀ ଛାତ୍ରଛାତ୍ରୀଙ୍କୁ ଭାରତରେ ପଢ଼ିବା ପାଇଁଷ୍ଟୁଡେଣ୍ଟ ଭିସା ଦିଆଯାଏ । ଭାରତରେ ଚିକିତ୍ସା ପାଇଁ ମଧ୍ୟ ପାକିସ୍ତାନୀଙ୍କୁ ମେଡିକାଲ ଭିସା ଦିଆଯାଏ । ଏହାର ଅବଧି ୩ ମାସ ଯାଏ ରହିଛି । ଅନ୍ୟପଟେ ଭିସା ଅନ୍ ଆରାଇଭାଲର ବ୍ୟବସ୍ଥା ମଧ୍ୟ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.