ଢେଙ୍କାନାଳ, ୨୯/୪ :  ଭିଜିଲାନ୍ସ ଜାଲରେ ଜିଲ୍ଲା ଅବକାରୀ ଅଧିକ୍ଷକ । ୩ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜିଲ୍ଲା ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ। ଢେଙ୍କାନାଳ ଜିଲ୍ଲାପାଳଙ୍କ ବାସଭବନ ଆଗରେ ଘଟିଛି ଏହି ଘଟଣା ।