ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପରିତ୍ୟକ୍ତ ଘରୁ ଉଦ୍ଧାର ହେଲା ଆହତ ହରିଣ, ଜଙ୍ଗଲରେ ଛାଡିଲେ ଗ୍ରାମବାସୀ

Published By : Krishna Priya | May 7, 2025 11:27 AM

ଅଳତୀ ୦୭/୦୫:  ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରାଙ୍ଗ ଜଙ୍ଗଲରୁ ଏକ ଆହତ ହରିଣ ଉଦ୍ଧାର। ପୁରୁଣା ବାନ୍ଧଗୋଡା ଗାଁର ଏକ ପରିତ୍ୟକ୍ତ ଘରୁ ଆହତ ସିଙ୍ଗାଳ ଉଦ୍ଧାର କରି ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଇଥିଲେ। କିନ୍ତୁ ବନବିଭାଗ ତରଫରୁ କୌଣସି ସହଯୋଗ ମିଳିବାରୁ ଆହତ ହରିଣକୁ ବିନା ଚିକିତ୍ସାରେ ଜଙ୍ଗଲରେ ଛାଡିଦେଇଥିବା ସୂଚନା ମିଳିଛି । 

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ଵରାଙ୍ଗ ସଂରକ୍ଷିତ ଜଙ୍ଗଲରେ ହରିଣଟି କୁକୁର ଆକ୍ରମଣରେ ଆହତ ହୋଇ ପୁରୁଣା ବାନ୍ଧଗୋଡା ପଞ୍ଚାୟତ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ପସିଯାଇଥିଲା। ହରିଣଟିକୁ ଗ୍ରାମର ଅଜିତ୍ ଧିର, ଅର୍ଜୁନ ମଲ୍ଲିକ,ପ୍ରକାଶ ନାୟକଙ୍କ ସହ କିଛି ଗ୍ରାମବାସୀମାନେ କାବୁ କରିଥିଲେ। ପରେ ସେମାନେ ବନବିଭାଗକୁ ଖବର ଦେଇଥିଲେ କିନ୍ତୁ ବନବିଭାଗ ତରଫରୁ ସହଯୋଗ ମିଳିବାରୁ ସେମାନେ ଆହତ ହରିଣକୁ ବିନା ଚିକିତ୍ସାରେ ଜଙ୍ଗଲରେ ଛାଡିଦେଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.