ସୋଆ ଅଡିଟୋରୀୟମରେ ଆୟୋଜିତ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଉଛନ୍ତି।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତୀତ୍ୱ ଅର୍ଜନ କରିଥିବା  ଭିନ୍ନକ୍ଷମ କ୍ରୀଡାବିତଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରୁଛନ୍ତି​​​​​​​

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଣେ ଦିବ୍ୟାଙ୍ଗ ସମ୍ବର୍ଦ୍ଧିତ ହେଉଛନ୍ତି

ଉଦଯାପନୀ କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସହ ଗଣଶିକ୍ଷାମନ୍ତ୍ରୀ ଓ ସମ୍ବର୍ଦ୍ଧିତ ଦିବ୍ୟାଙ୍ଗମାନେ 

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉଦଯାପନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକମାନେ

ଦିବ୍ୟାଙ୍ଗକୁ ସମ୍ବର୍ଦ୍ଧିତ କରୁଛନ୍ତି ମୁଖ୍ୟମନ୍ତ୍ରୀ, ନିକଟରେ ଉପସ୍ଥିତ ଅଛନ୍ତି ଗଣଶିକ