ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ରୋହିତ ଶର୍ମା ଏଭଳି କରିବାରେ ହେଲେ ବିଶ୍ବର ପ୍ରଥମ କ୍ରିକେଟର, ଭାଙ୍ଗିଲେ ଏହି ଭେଟରାନଙ୍କ ରେକର୍ଡ଼

Published By : Gurupada Nath | April 24, 2025 5:14 PM

ମୁମ୍ବାଇ, ୨୪/୪ :  ଆଇପିଏଲ୍ ୨୦୨୫ରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ହୋଇଥିଲା । ଏହି ସମୟରେ ରୋହିତ ଶର୍ମା ମ୍ୟାଚରେ ୩ଛକ୍କା ମାରିଥିଲେ । ଏହାସହ ସେ କାୟରନ ପୋଲାର୍ଡ଼ଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ଏକ ରିପୋର୍ଟ ଅନୁସାରେ ରୋହିତ ଶର୍ମା ଏବେ ମୁମ୍ବାଇ ଲାଗି ଟି-୨୦ କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ଛକ୍କା ଲଗାଇବା ବ୍ୟାଟର ହୋଇଯାଇଛନ୍ତି । ରୋହିତ ମୁମ୍ବାଇ ଲାଗି ଖେଳି ୨୬୦ଛକ୍କା ମାରିଛନ୍ତି ।

ରୋହିତ ଆଇପିଏଲରେ ପ୍ରାୟ ୨୯୮ଛକ୍କା ଲଗାଇଛନ୍ତି । ଯେଉଁଥିରୁ ୨୪୪ଛକ୍କା ମୁମ୍ବାଇ ଲାଗି ଖେଳିବା ସମୟରେ ଆସିଛି । ଯାହାକି ୫୧ଛକ୍କା ସେ ଡେକନ ଚାର୍ଜର୍ସ ଲାଗି ଖେଳୁଥିବା ସମୟରେ ଲଗାଇଛନ୍ତି । ଏହା ବ୍ୟତୀତ ୧୬ଛକ୍କା ରୋହିତ ମୁମ୍ବାଇ ତରଫରୁ ଖେଳିଥିବା ଚାମ୍ପିୟନ୍ସ ଲିଗରେ ଯୋଡ଼ିଥିଲେ । ରୋହିତ ଛକ୍କା ମାମଲାରେ ପୋଲାର୍ଡ଼ଙ୍କୁ ପଛରେ ପକାଇଛନ୍ତି । ପୋଲାର୍ଡ଼ ମୁମ୍ବାଇ ଲାଗି ଖେଳି ୧୯୩ପାଳିରେ ୨୫୮ଛକ୍କା ଲଗାଇଥିଲେ । ସେହିଭଳି ରୋହିତ ୨୨୫ପାଳିରେ ୨୬୦ଛକ୍କାର ସଂଖ୍ୟା ଛୁଇଁଛନ୍ତି । ତୃତୀୟ ନମ୍ବରରେ ୧୦୪ପାଳିରେ ୧୨୭ଛକ୍କା ସହ ସୂର୍ଯ୍ୟକୁମାର ଯାଦବ ଅଛନ୍ତି ।

ରୋହିତ ଏହି ମ୍ୟାଚରେ ଆହୁରି ଏକ ରେକର୍ଡ଼ ହାସଲ କରିଛନ୍ତି । ରୋହିତ ୪୬ବଲରେ ୭୦ରନର ପାଳି ଖେଳିଥିଲେ । ଏହି ସମୟରେ ସେ ଟି-୨୦ କ୍ରିକେଟରେ ୧୨୦୦୦ରନ୍ ପୂରା କରି ନେଇଛନ୍ତି । ଏଭଳି କରିବାରେ ରୋହିତ, ବିରାଟ କୋହଲି ଦ୍ବିତୀୟ ଭାରତୀୟ ବ୍ୟାଟର ହୋଇଯାଇଛନ୍ତି । ରୋହିତଙ୍କ ଏହି ୭୦ରନ୍ ପାଳି ଫଳରେ ମୁମ୍ବାଇ ଏହି ସିଜନରେ ବାରମ୍ବାର ଚତୁର୍ଥ, ସେହିଭଳି ପ୍ରାୟ ୫ଥର ଲାଗି ବିଜୟ ହୋଇଛନ୍ତି । ଏହାସହ ସେ ପଏଣ୍ଟ୍ସ ଟେବୁଲରେ ଲମ୍ବା ଡେଇଁଛନ୍ତି । ମୁମ୍ବାଇ ଏବେ ୧୦ସଂଖ୍ୟା ସହ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.