ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

କପିଳାସ ଚିଡ଼ିଆଖାନାରେ ଅଘଟଣ, ଖୁଆଡ଼ ଭାଙ୍ଗି ପଳେଇଲା ଦନ୍ତା

Published By : Prameya | November 8, 2024 1:28 PM

ଢ଼େଙ୍କାନାଳ ୦୮/୧୧: କପିଳାସ ଚିଡ଼ିଆଖାନା ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରରେ ଅଭାବନୀୟ ଘଟଣା। କ୍ରଲ (କାଠ ଖୁଆଡ଼) ଭାଙ୍ଗି ପଳେଇଲା ଦନ୍ତା। ଉତ୍ପାତି ଦନ୍ତାକୁ ଧରିବା ପାଇଁ ବନ ବିଭାଗ ଅଭିଯାନ ଆରମ୍ଭ ହୋଇଛି।  ଅପରପକ୍ଷରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ବାରିପଦା ବନଖଣ୍ଡରୁ ଉତ୍ପାତିଆ ଦନ୍ତାହାତୀଟି ଗତ ସେପ୍ଟେମ୍ବର ୨୭ରେ କପିଳାସ ଆସିଥିଲା।।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.