ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବିଶ୍ବର ସବୁଠାରୁ ପ୍ରଦୂଷିତ ସହରର ଲିଷ୍ଟ ଜାରି,ଶୀର୍ଷରେ ରହିଛି ଭାରତ ଓ ପାକିସ୍ତାନର ଦୁଇ ସହର

Published By : Harapriya Biswal | November 13, 2024 5:12 PM

ନୂଆଦିଲ୍ଲୀ,୧୩।୧୧: ଆଜିକାଲି ଭାରତ ସହ ଦୁନିଆର ବହୁ ସହରରେ ଲୋକଙ୍କୁ ନିଶ୍ବାସ ନେବାରେ କଷ୍ଟ ହେଉଛି। କାରଣ ସେଠାରେ ବାୟୁ ପ୍ରଦୂଷଣ ବଢିଯାଇଛି। ସ୍ବିସ୍ ଫର୍ମ ଆଇକ୍ୟୁୟର ଏହାକୁ ନେଇ ୧୨୧ ଦେଶର ଲାଇଭ ରାଙ୍କିଙ୍ଗ ସେୟାର କରିଛନ୍ତି। ଏହି ରାଙ୍କିଙ୍ଗ ଅନୁସାରେ, ଭାରତ ଓ ପାକିସ୍ତାନର ୨ଟି ସହରର ସ୍ଥିତି ଖୁବ୍ ଖରାପ ରହିଛି। ୧୨୧ ଦେଶର ଲିଷ୍ଟରେ ଭାରତର ୩ ସହର ରହିଛି। ରାଜଧାନୀ ଦିଲ୍ଲୀ,କୋଲକାତା ଏବଂ ମୁମ୍ବାଇ ଏଥିରେ ଅଛନ୍ତି। ୧୩ ନଭେମ୍ବରରେ ସ୍ବିସ୍ ଫର୍ମ ଆଇକ୍ୟୁ ଏୟାରର ଲାଇଭ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରାଜଧାନୀ ଦିଲ୍ଲୀ ରହିଛି। ଦିଲ୍ଲୀରେ ଆଜି ଏକ୍ୟୁଆଇ ୫୧୫ ରହଛି। 

ସେଭଳି ଅନ୍ୟପକ୍ଷେ ଦ୍ବିତୀୟ ସ୍ଥାନରେ ପାକିସ୍ତାନର ଲାହୋର ରହିଛି। ସେଠାରେ ବାୟୁର ମାନ ଖୁବ୍ ଖରାପ ରହିଛି। ଏକ୍ୟୁଆଇ ୪୩୨ ମପା ଯାଇଛି। ଆଇକ୍ୟୁଆରର ଲାଇଭ ରାଙ୍କିଙ୍ଗରେ ଲାହୋରର ଏକ୍ୟୁଇ ୪୩୨ ରହିଛି। ସେଭଳି ପଡୋଶୀ ଦେଶ କରାଚୀ ମଧ୍ୟ ଏହି ଲିଷ୍ଟରେ ରହିଛି। କରାଚୀକୁ ୧୪୭ ଏକ୍ୟୁଆଇ ସହ ୧୪ ତମ ସ୍ଥାନରେ ରଖାଯାଇଛି। 

ଦୁନିଆର ପ୍ରଦୂଷିତ ସହରରେ କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟର କିଂଶାସା ତୃତୀୟ ନମ୍ବରରେ ରହିଛି। ଏପରିକି ଏକ୍ୟୁଆଇ ୧୯୩ ମପା ଯାଇଛି। ସେଭଳି ଇଜିପ୍ଟର କାହିରା ଶହର ଚତୁର୍ଥ ସ୍ଥାନରେ ରହିଛି। ଏପରିକି ଏକ୍ୟୁଆଇ ୧୮୪ରେ ରହିଛି। ସେଭଳି ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଭିଏତନାମ୍‌ର ରାଜଧାନୀ ହନୋଇ ନାମରେ ରହିଛି। ଏପରିକି ଏକ୍ୟୁଆଇ ଲେବଲ ୧୬୮ ପହଁଞ୍ଚି ଯାଇଛି। ଷଷ୍ଠ ସ୍ଥାନରେ କତର ଦେଶର ଦୋହା ଶହର ରହିଛି। ସେଠାରେ ଏକ୍ୟୁଆଇ ଲେବଲ ୧୬୬ ରୁଜୁ କରାଯାଇଛି। ଏହାଛଡା ସପ୍ତମ ସ୍ଥାନରେ ସାଉଦି ଆରବର ରିୟାଦର ନାଁ ରହିଛି। ସେଠାର ଏକ୍ୟୁଆଇ ୧୬୦ ରେକର୍ଡ କରାଯାଇଛି। ଅଷ୍ଟମ ସ୍ଥାନରେ ନେପାଳର ରାଜଧାନୀ କାଠମାଣ୍ଡୁ ରହିଛି। ଏହା ଏକ୍ୟୁଆଇ ଲେବଲ ୧୬୦ ରୁଜୁ ହୋଇଛି। ନବମ ସ୍ଥାନରେ ୧୫୮ ଏକ୍ୟୁଆଇ ଲେବଲ ସହ ମଙ୍ଗୋଲିଆର  ଉଲ୍ଲାନବଟାର ସହର ରହିଛି। ଦଶମ ସ୍ଥାନରେ ରହିଛି 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.