ଭୁବନେଶ୍ବର,୯।୬ : ଆସନ୍ତାକାଲି ମଙ୍ଗଳବାର   ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି।  ଏହି ତିଥିରେ  ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ।  ସେଥିପାଇଁ ସୋମବାର  ରାତି ଆଳତି ପହୁଡ଼ ଠାରୁ ମଙ୍ଗଳବାର ଅପରାହ୍ନ ୨ଟା  ପର୍ଯ୍ୟନ୍ତ ସର୍ବସାଧାରଣ ପାଇଁ ଦର୍ଶନ ବନ୍ଦ ରହିବ।