ବ୍ରହ୍ମପୁ,୨୦/୧୨ :  ଚାଉଳ, ସିମେଣ୍ଟ ଗ୍ରହଣ କରି ହେରଫେର କରିବା ଘଟଣାରେ ଗଞ୍ଜାମ ଜିଲ୍ଲା ଚନ୍ଦନପୁର ପଞ୍ଚାୟତର ପୂର୍ବତନ ସମ୍ପାଦକ ବିଜୟ ପ୍ରଧାନ ଦୋଷୀ ସାବ୍ୟସ୍ତ । ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୨୫ହଜାର ଟଙ୍କା ଜରିମାନା ରାୟ ଶୁଣାଇଲେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଜ । ପେନସନ ବନ୍ଦ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ନେଇ ଭିଜିଲାନ୍ସ ବିଭାଗଙ୍କ ସୂଚନା ।