ମାଲକାନଗିରି, ୪/୮ (ଆପ୍ର )-ରବିବାର ରାତିରେ ମାଲକାନଗିରି ଜିଲ୍ଲା ଦୌରା ଜଜ କୋର୍ଟ ମଧ୍ୟରେ ଜଣେ ମାନସିକ ରୋଗୀ ପ୍ରବେଶ କରି କୋର୍ଟ ଆସବାବ ପତ୍ରକୁ ଭଙ୍ଗାରୁଜା କରିଛିା ମାଲକାନଗିରି ଥାନାରେ ଏ ନେଇ ଏକ ମାମଲା ରୁଜୁ କରା ଯାଇ ଅଭି ଯୁକ୍ତ ଲକ୍ଷମଣ ନାୟକଙ୍କୁ ଗିରଫ କରାଯାଇଛିା
ଲକ୍ଷ୍ମଣ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ପକ୍ଷରୁ ଜଣାଇଛନ୍ତି।ପୋଲିସ ଏ ନେଇ ତଦନ୍ତ କରି ଅଭିଯୁକ୍ତ ଲଖଣକୁ ରଖି ପଚରାଉଚୁରା ଜାରି ରହିଛିା