ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ସ୍କୁଲ ପିଲାଙ୍କୁ ପ୍ରଥମ ଶ୍ରେଣୀରୁ ଦିଆଯିବ ମିଲିଟାରୀ ଟ୍ରେନିଂ, ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

Published By : Harapriya Biswal | June 3, 2025 6:08 PM

ନୂଆଦିଲ୍ଲୀ,୩।୬: ନିକଟରେ ଭାରତ ପାକିସ୍ତାନ ଭିତରେ ବିବାଦ ପର ଏବେ ମହାରାଷ୍ଟ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଆଗକୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମିଳିଟାରୀ ଟ୍ରେନିଂ।  ନିକଟରେ ଏନେଇ ବଡ଼ ଘୋଷଣା କରିଛନ୍ତି ମହାରାଷ୍ଟ୍ରର ଶିକ୍ଷାମନ୍ତ୍ରୀ ଦାଦା ଭୁସେ। ସେ କହିଛନ୍ତି, ପିଲାଙ୍କ ମନ ଭିତରେ ଦେଶଭକ୍ତିର ଭାବନା ଓ ଅନୁଶାସନ ଆଣିବା ଦରକାର। ଏହାକୁ ଅଭ୍ୟାସରେ ପରିଣତ କରିବା ପାଇଁ ମହାରାଷ୍ଟ୍ରରେ ପ୍ରଥମ ଶ୍ରେଣୀରୁ  ଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ ଦିଆଯିବ। 

ମହାରାଷ୍ଟ୍ରର ଶିକ୍ଷାମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ପିଲାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଅବସରପ୍ରାପ୍ତ ସୈନିକଙ୍କ ସାହାଯ୍ୟ ନିଆଯିବ।  ଛାତ୍ରଙ୍କୁ ପ୍ରଥମ ଶ୍ରେଣୀରୁ  ପ୍ରାରମ୍ଭିକ ସେନା ପ୍ରଶିକ୍ଷଣ ଦେବାର ନିଷ୍ପତ୍ତି ନିଆଯାଇଛି। ଏଥିରେ ଦେଶ ପ୍ରତି ପ୍ରେମ ସୃଷ୍ଟି କରିବାରେ ସାହାଯ୍ୟ ମିଳିବ ଓ ଛାତ୍ରଙ୍କୁ ଏଥିରେ ଖୁବ୍ ସାହାଯ୍ୟ ମିଳିବ।’

ଶିବସେନା ନେତା କହିଛନ୍ତି, ପ୍ରସ୍ତାବକୁ ଲାଗୁ କରିବା ପାଇଁ ସର୍ପୋଟ ଟିଚ, ରାଷ୍ଟ୍ରୀୟ କ୍ୟାଡେଟ୍ କୋର (ଏନ୍‌ସିସି), ସ୍କାଉଟ୍‌ସ ଓ ଗାଇଡସ୍‌ଙ୍କ ସହ ୨.୫ ଲକ୍ଷ ପୂର୍ବତନ ସୈନିକଙ୍କ ସହାୟତା ଦିଆଯିବ। ମିଳିଥିବା ସୂଚନା ଅନୁସାର, ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ପ୍ରସ୍ତାବ ଉପରେ ସକାରତ୍ମକ ପ୍ରତିକ୍ରିୟା ଦେଇଛନ୍ତି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.