ପ୍ରମୁଖ ଖବର
  • ଭଦ୍ରକ : ଭୋଟ ଦେବାକୁ ଆସିଥିଲା ସ୍ତ୍ରୀ, ବୁଥ ସାମ୍ନାରେ ହାଣିଲା ସ୍ୱାମୀ
  • ||
  • ନିଆଳିରେ ପ୍ରିଜାଇଡିଂ ଅଫିସର ନିଲମ୍ବିତ କଲେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ
  • ||
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ରାଜ୍ୟରେ ଶେଷ ପର୍ଯ୍ୟାୟ ଶେଷ ମତଦାନ, ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

କାନ୍ସ ୨୦୨୪ରେ ନମିତା ଥାପର୍‌ଙ୍କ ଜଲୱା

ନୂଆଦିଲ୍ଲୀ ୧୮/୦୫: ସାର୍କ ଟ୍ୟାଙ୍କ୍ ଇଣ୍ଡିଆର ଜଜ୍ ଏବଂ ଏମ୍ କ୍ୟୋର୍ ଫାର୍ମାର ଏଗଜିକ୍ୟୁଟିବ୍ ଡାୟରେକ୍ଟର୍ ନମିତା ଥାପର୍ କାନ୍ସ ୨୦୨୪ ଫେଷ୍ଚିଭାଲ୍‌ରେ ଡେବ୍ୟୁ କରିଛନ୍ତି। ସଫଳ ବିଜ୍‌ନେସ୍ ୱମେନ୍ ନମିତା ଥାପର୍ ଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ କାନ୍ସର ୭୭ତମ ଫେଷ୍ଟିଭାଲ୍‌ରେ ନିଜର ଡେବ୍ୟୁ କରି ପ୍ରଶଂସା ସାଉଁଟିଛନ୍ତି।




କାନ୍ସ ରେ ପ୍ରଥମ ଦିନ ରେଡ୍ କାର୍ପେଟ୍ ରେ ଏକ ଗ୍ରୀନ୍ ଲେଗ୍ ସ୍ଲିଟ୍ ଗାଉନ୍ ଡ୍ରେସ୍ ଏବଂ ଦ୍ୱିତୀୟ ଦିନ ଭାଓଲେଟ୍ କଲଲ୍‌ର ଲଙ୍ଗ୍ ଗାଉନ୍ ପିନ୍ଧିଥିଲେ। ଉଭୟ ଆଉଟ୍ ଫିଟ୍‌ରେ ସେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ। ସୂଚନା ଅନୂଯାୟୀ ନମିତା ଥାପର୍ ଙ୍କର ନେଟ୍ ୱର୍ଥ ପାଖାପାଖି ୬୦୦ କୋଟି ଟଙ୍କା। ତାଙ୍କ ପାଖରେ ଅନେକ ମହଙ୍ଗା ଘର ଏବଂ ଗାଡିର କଲେକ୍ସନ୍ ରହିଛି। ତାଙ୍କ ପାଖରେ BMW X7, ମର୍ସିଡିଜ୍-ବେଞ୍ଜ୍ GLE ଏବଂ ଅଡିQ7 ଭଳି ମହଙ୍ଗା ଗାଡି ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.