ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିହାର ଏକଜିଟ୍ ପୋଲ୍ ଫଳାଫଳରେ ମୋଦୀ ମ୍ୟାଜିକ

ନୂଆଦିଲ୍ଲୀ, ୧/୬ : ବିହାର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି । ଏକଜିଟ୍ ପୋଲ ଅନୁସାରେ ବିହାରରେ ମୋଦୀ ମ୍ୟାଜିକ୍ ଦେଖିବାକୁ ମିଳିଛି । ଇଣ୍ଡିଆ ମେଣ୍ଟ ଧରାଶାୟୀ ହୋଇଥିବା ଦେଖିବାକୁ ମିଳିଛି । ମୋଟ ୪୦ଲୋକସଭା ସିଟ୍ରୁ ସେଠାରେ ଏନଡିଏକୁ ବହୁମତ ମିଳିଥିବା ଦେଖାଯାଉଛି । ବୁଥ୍ ବାହୁଡ଼ା ମତକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଆସନ୍ତୁ ଜାଣିବା ବିହାରରରେ କେତେ ସିଟ୍ କାହାକୁ ମିଳୁଛି । 

ଇଣ୍ଡିଆ ଟୁଡେ


ଏନ୍‌ଡିଏ : ୨୯-୩୩ 

ଇଣ୍ଡିଆ : ୭-୯ 

ଅନ୍ୟଦଳ : ୦ 


ନ୍ୟୁଜ୍ ୧୮


ଏନ୍‌ଡିଏ : ୧୦-୧୩ 

ଇଣ୍ଡିଆ : ୩-୬

ଅନ୍ୟଦଳ : - 


ନ୍ୟୁଜ୍ ନେଶନ

ଏନ୍‌ଡିଏ : ୩୧ 

ଇଣ୍ଡିଆ : ୯ 

ଅନ୍ୟଦଳ : ୦ 


ଆଜ ତକ୍ 


ଏନ୍‌ଡିଏ :  ୨୯-୩୩ 

ଇଣ୍ଡିଆ :  ୭-୧୦ 

ଅନ୍ୟଦଳ : ୦-୨ 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.