ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନୂଆ ପମ୍ବନ ପୋଲର ପରୀକ୍ଷଣ ସଫଳ, ଖୁବ୍‌ଶୀଘ୍ର ଦୌଡ଼ିବ ଟ୍ରେନ୍

Published By : Prameya | March 31, 2025 10:41 AM

ଭୁବନେଶ୍ୱର,୩୧/୦୩: ତାମିଲନାଡୁର ରାମେଶ୍ୱରମ ସ୍ଥିତ ନୂଆ ପମ୍ବନ ପୋଲ ଶୀଘ୍ର ଖୋଲିବ । ଏ ନେଇ ଚୂଡାନ୍ତ  ପରୀକ୍ଷଣ ସଫଳ ସମ୍ପର୍କରେ ଘୋଷଣା କରାଯାଇଛି ।

ପମ୍ବନ ପୋଲରେ ରେଲୱେ, ତଟରଖୀ, ରାଜ୍ୟ ପ୍ରଶାସନିକ ଅଧିକାରୀ  ଏବଂ ପୋଲିସର ଉପସ୍ଥିତିରେ ୨୯ ମାର୍ଚ୍ଚରେ ପୋଲ ଖୋଲିବା ପୂର୍ବାଭ୍ୟାସ ପରୀକ୍ଷଣ ସମ୍ପନ୍ନ ହୋଇଥିଲା । ପୁରୁଣା ପମ୍ବନ ପୋଲର ସେଝର ନିକଟରେ ମଧ୍ୟ ତଟରଖି ଜାହାଜର  ଚଳାଚଳ ସ୍ଥିତିକୁ ମଧ୍ୟ ପରଖାଯାଇଛି । ଉଭୟ ପଟୁ ଯେଭଳି ଏହି ଜାହାଜ ଗୁଡ଼ିକ ସହଜରେ ଯାତ୍ରା କରିବ ତାର ବିସ୍ତୃତ ଦିଗ ଉପରେ ପରୀକ୍ଷଣ କରାଯାଇଥିଲା । ସେହିଭଳି ଟ୍ରେନ ଚଳାଚଳ କରାଯାଇ ଏହାର ସମୟକୁ ମଧ୍ୟ ବିଚାର କରାଯାଇଥିଲା । ଏହି ପରୀକ୍ଷଣ ସଫଳ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.