ଭୁବନେଶ୍ବର,୩।୧ : ଲୋକସେବା ଭବନରେ ସରକାରୀ ଅଧିକାରୀ ରିଲସ କରିବା ଘଟଣା। ଗୃହ ବିଭାଗ ଜାରି କଲା କଡା ନିର୍ଦେଶ ନାମା। ଲୋକ ସେବା ଭବନରେ ଏଣିକି ଅଧିକାରୀ, ଠିକା କର୍ମଚାରୀ, ପରିଦର୍ଶକ କରି ପାରିବେନି ରିଲସ,ଭିଡ଼ିଓ। ଫଟୋ ଓ ଭିଡ଼ିଓ ବି ସୋସିଆଲ ମିଡିଆରେ ଶେୟାର କରିପାରିବେନି। ନିୟମ ଉଲଂଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି କରାଯାଇଛି।