ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

କିଏ ଜିତିବ ଦିଲ୍ଲୀ ନିର୍ବାଚନ ? ଜମ୍ମୁ- କଶ୍ମୀରର ସିଏମ୍ ଉମର ଅବ୍ଦୁଲ୍ଲା ଦେଲେ ଏଭଳି ରିଆକ୍ସନ

Published By : Prameya | January 23, 2025 9:49 PM

ନୂଆଦିଲ୍ଲୀ, ୨୩/୧ : ଜମ୍ମୁ –କଶ୍ମୀରର ମୁଖ୍ୟମନ୍ତ୍ରୀ ଏବଂ ନେଶନାଲ କନଫରେନ୍ସର ନେତା ଉମର ଅବ୍ଦୁଲ୍ଲା ଗୁରୁବାର ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାରୁ ଦୂରେଇ ଯାଇଥିବା ନଜର ଆସିଛନ୍ତି । ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ କି ଦିଲ୍ଲୀ ନିର୍ବାଚନରେ କାହାର ବିଜୟୀ ହେବ ? ଏହି ପ୍ରଶ୍ନରେ ସିଏମ୍ ଉମର ଅବ୍ଦୁଲ୍ଲା ପ୍ରଥମେ ହସିଥିଲେ ଏବଂ ପରେ ବିନା କୌଣସି ଏହା ଉପରେ ନ କହି ଆଗକୁ ଯାଇଥିଲେ ।

ଦିଲ୍ଲୀର ସମସ୍ତ ବିଧାନସଭା ସିଟରେ ଗୋଟିଏ ପର୍ଯ୍ୟାୟ ୫ଫେବୃଆରୀରେ ଭୋଟିଂ ହେବ । ଯାହାର ଫଳାଫଳ ୮ଫେବୃଆରୀରେ ଘୋଷଣା କରାଯିବ । ଦିଲ୍ଲୀରେ ଆମ ଆଦମୀ ପାର୍ଟି, କଂଗ୍ରେସ ଏବଂ ବିଜେପି ପ୍ରମୁଖ ଭାବେ ନିର୍ବାଚନୀ ମଇଦାନରେ ଅଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.