ପ୍ରମୂଖ ଖବର
  • ରିଆମାଳ : ଅଧା ରାତିରେ କେନ୍ଦୁପତ୍ର ଫଡିରୁ ଲୁଟ୍‌, ଜଗୁଆଳିଙ୍କୁ ମାଡ଼ ମାରି ୬୫ ବସ୍ତାରୁ ଅଧିକ କେନ୍ଦୁପତ୍ର ଚୋରି କଲେ ଦୁର୍ବୃତ୍ତ
  • ||
  • ଅଲମୋଡ଼ା: ଭାରସାମ୍ୟ ହରାଇ ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୧୫ ରୁ ଉର୍ଦ୍ଧ୍ଵ ମୃତ
  • ||
  • କାମାକ୍ଷାନଗର : ନିଜ ଗାଁକୁ ଯିବା ରାସ୍ତାରେ ଅଘଟଣ, ବାର୍‌ହା ଫାଶରେ ପଡି ଯୁବକଙ୍କ ମୃତ୍ୟୁ
  • ||
  • କରଞ୍ଜିଆ : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଯଶୋଦା ହାତୀ, ସୂଚନା ଦେଲେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ
  • ||
  • ମିଶନ ଉତ୍କର୍ଷ ଓଡ଼ିଶା: ଆସନ୍ତା ୧୮ରୁ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସିଙ୍ଗାପୁରରୁ ଆସିବ ପୁଞ୍ଜି
  • ||
  • ପୁଞ୍ଜିକଇଁଆ ଛକରେ ଅଗ୍ନିକାଣ୍ଡ, ୩ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷତି
  • ||
  • ମୁନିଗୁଡ଼ା : ବାଇକ୍ ସହ ୪.୨କେଜି ରୂପା ଅଳଙ୍କାର ଜବତ, ୨ ଗିରଫ
  • ||
  • ଆଜି ଓଡ଼ିଶା ଆସିବେ ଚରଣଦାସ ମହନ୍ତ, ମିନାକ୍ଷୀ ନଟରାଜନ୍: ଦିନ ୧ଟାରେ ଷ୍ଟିଅରିଂ କମିଟି, ବିଧାୟକ, ସାଂସଦଙ୍କ ସହ ବୈଠକ
  • ||
  • ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରୀୟ ହିନ୍ଦୀ ସମିତି ବୈଠକରେ ଯୋଗଦେବେ
  • ||
  • ମୁନିଗୁଡ଼ା : କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ବାଇକ୍‌ ଆରୋହୀ ମୃତ
  • ||
  • ଆଜିଠୁ ସୋଆରେ ଶିଳ୍ପ, ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟାର ଜାତୀୟ ସମ୍ମିଳନୀ, ଦୁଇ ଦିନ ଚାଲିବ କର୍ମଶାଳା
  • ||
  • ଆଠଗଡ଼ : କାର୍ତ୍ତିକ ମାସର ତୃତୀୟ ସୋମବାରରେ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼, ମହାଦେବଙ୍କୁ ଜଳ ଲାଗି କଲେ ଶ୍ରଦ୍ଧାଳୁ
  • ||
  • କଟକ କାଳୀ ଭସାଣି ବେଳେ ଦୁଇଟି ପୃଥକ ସ୍ଥାନରେ ଗଣ୍ଡଗୋଳ, ଏକାଧିକ ଆହତ
  • ||
  • ୯ ତାରିଖ ଯାଏ ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମର ବର୍ଷା ହୋଇପାରେ
  • ||

ସମ୍ବଲପୁର ସିଟି ଜିଏସଟି ବିଭାଗ ପକ୍ଷରୁ ରେଡ୍, ଦେଢ କ୍ଵିଣ୍ଟାଲ ରୂପା ଜବତ

ସମ୍ବଲପୁର, ୧୫/୧୦ : ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ଦେଢ କୋଟି ଟଙ୍କାର ରୂପା ଜବତ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଝୁରିପଡାରୁ ଏକ କାର୍‌ରୁ ଦେଢ କ୍ଵିଣ୍ଟାଲ୍ ରୂପା ଜବତ ହୋଇଛି। ସମ୍ବଲପୁର ସିଟି ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ରୂପା ଜବତ କରାଯାଇଛି। 

ସୂଚନାନୁଯାୟୀ, ଏକ କାର୍ ଯୋଗେ ଦେଢ କ୍ଵିଣ୍ଟାଲ ରୂପା ସମ୍ଵଲପୁରରୁ ରାଞ୍ଚି ଚୋରା ଚାଲାଣ ହେଉଥିଲା। ଏନେଇ ଖବର ପାଇ ସିଟି ଜିଏସଟି ବିଭାଗ ଚଢାଉ କରି ରେଙ୍ଗାଲି ଝୁରିପଡାରୁ ଏକ କାର୍‌ରୁ ଦେଢ କ୍ଵିଣ୍ଟାଲ ରୂପା ଜବତ କରିଛି। ଜବତ ରୂପାର ମୂଲ୍ୟ ପ୍ରାୟ ଦେଢ଼କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସମ୍ବଲପୁର GST କାର୍ଯ୍ୟାଳୟରେ ଜବତ ରୂପାର ଓଜନ କରାଯାଉଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.