କଟକ ୨୯/୪୦: କଲେଜ୍ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଖାନନଗର ଟ୍ରାଫିକ୍ ଛକ ନିକଟରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ୧୦ ଜଣ କଲେଜ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଯାତ୍ରୀବାହୀ ବସ୍ ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲସି ପହଞ୍ଚି ତଦନ୍ତ କରୁଛି।