କୋରାପୁଟ, ୨୨।୧୨: ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କଲେ ପ୍ରଜାପିତା ବ୍ରହ୍ମ କୁମାରୀ ଅନୁଷ୍ଠାନର ସଦସ୍ୟ । କୋରାପୁଟ ସର୍କିଟ ହାଉସ୍ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନବରଙ୍ଗପୁର ପ୍ରଜାପିତା ବ୍ରହ୍ମ କୁମାରୀ ଅନୁଷ୍ଠାନର ସଦସ୍ୟା ସଦସ୍ୟମାନେ ସମ୍ବର୍ଦ୍ଧିତ କରିଛନ୍ତି ।