ପ୍ରମୁଖ ଖବର
  • କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାର, ତାଲିକାରେ ବହୁ ହେବିଓ୍ବେଟ୍
  • ||
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର

କଟକ,୨୫/୦୪: ଆସନ୍ତା ୨୮ ତାରିଖ ରବିବାର କଟକ ଆସୁଛନ୍ତି ରାହୁଲ ଗାନ୍ଧି । ସାଲେପୁର ଓ ନିଶ୍ଚିନ୍ତକୋଇଲିରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସାଲେପୁର ବିଧାନସଭା  କ୍ଷେତ୍ର ଅନ୍ତର୍ଗତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ  ଜନ୍ମପୀଠ ସତ୍ୟଭାମାପୁରରୁ ରାଜ୍ୟ କଂଗ୍ରେସ ୨୦୨୪  ସାଧାରଣ ନିର୍ବାଚନର ପ୍ରଚାର ଅଭିଯାନ ଆରମ୍ଭ କରିବ । ଶ୍ରୀ ଗାନ୍ଧି ସତ୍ୟଭାମାପୁରରେ ମଧୁବାବୁ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ  ପରେ ନିଶ୍ଚିନ୍ତକୋଇଲି କୁଳିଆ ପଡ଼ିଆରେ ବିଶାଳ ଜନସମାବେଶକୁ ଉଦ୍‌ବୋଧନ  ଦେବେ। କଟକ, କେନ୍ଦ୍ରାପଡା ସମେତ ଆଖପାଖ ଅନ୍ୟ ଜିଲ୍ଲାରୁ ୧ଲକ୍ଷରୁ ଅଧିକ  କଂଗ୍ରେସ କର୍ମୀ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 

୩ରେ ରାହୁଲ ଓ ୮ରେ ଓଡ଼ିଶା ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଆସନ୍ତା ୨୮ ତାରିଖ ହେଉଛି ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ  ମଧୁସୂଦନ ଦାସଙ୍କ ଜୟନ୍ତୀ । ତେଣୁ ମଧୁବାବୁଙ୍କ ଜନ୍ମମାଟିରୁ କଂଗ୍ରେସ ପ୍ରଚାର ଆରମ୍ଭ କରିବାକୁ ଯାଉଛି । ପ୍ରଦେଶ କଂଗ୍ରେସ କମିଟିର ପ୍ରସ୍ତାବ କ୍ରମେ  ମଧୁବାବୁଙ୍କ ଜନ୍ମମାଟିରେ ରାହୁଲ ଓଡ଼ିଶା କଂଗ୍ରେସ କର୍ମୀ ଓ ନେତାଙ୍କୁ ବିଜୟ  ମନ୍ତ୍ର ଦେବେ । ଶିଥିଳ ପଡ଼ି ଆସୁଥିବା ସଂଗଠନକୁ ଉତ୍ସାହର ସଂଜୀବନୀ ଦେବେ । ରାହୁଲଙ୍କ ଏହି ଗସ୍ତ ପାଇଁ କଂଗ୍ରେସ ଶିବିରରେ ପ୍ରସ୍ତୁତି ଜୋର୍‌ଦାର କରାଯାଇଛି।

  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.