ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୈଜୟନ୍ତ ପଣ୍ଡାଙ୍କ ଆଖି ଅସ୍ତ୍ରୋପଚାର, ଆଗାମୀ କିଛି ଦିନ ନିର୍ବାଚନ ପ୍ରଚାରରେ ହେବେନି ସାମିଲ

ଭୁବନେଶ୍ୱର,୦୪/୦୫: ବିଜେପି ରାଷ୍ଟ୍ରୀୟ  ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ  ବୈଜୟନ୍ତ ପଣ୍ଡାଙ୍କ ଆଖି ଅସ୍ତ୍ରୋପଚାର କରାଯାଇଛି ।  ଶ୍ରୀ ପଣ୍ଡା ବର୍ତ୍ତମାନ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି ।  ତାଙ୍କର ଆଖିରେ କିଛି ଦିନ ତଳେ ହଠାତ୍‌ ସମସ୍ୟା  ଅନୁଭବ କରିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ  ଆଖିରେ ଅସ୍ତ୍ରୋପଚାର କରାଯାଇଛି । ତେଣୁ  ଆଗାମୀ କିଛି ଦିନ ପାଇଁ ନିର୍ବାଚନ ପ୍ରଚାରରେ ସେ ସାମିଲ ହୋଇପାରିବେ ନାହିଁ ବୋଲି ଶ୍ରୀ ପଣ୍ଡାଙ୍କ  କାର୍ଯ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.