ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଶା ଥଡାନୀଙ୍କ ଡେବ୍ୟୁ ଫିଲ୍ମର ଟାଇଟେଲ ଘୋଷଣା, ଜାଣନ୍ତୁ ରିଲିଜ୍ ଡେଟ୍

Published By : Gurupada Nath | October 30, 2024 5:31 PM

ମୁମ୍ବାଇ, ୩୦/୧୦ : ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନୀଙ୍କ ବଲିଉଡ଼ ଡେବ୍ୟୁ । ତାଙ୍କର ପ୍ରଥମ ଫିଲ୍ମର ଟାଇଟେଲ ଘୋଷଣା ହୋଇଯାଇଛି । ରାଶାଙ୍କ ଡେବ୍ୟୁ ନେଇ ବହୁ ଦିନରୁ ଲାଗି ରହିଥିଲା ଚର୍ଚ୍ଚା । ଏହି ଫିଲ୍ମରେ ରାଶାଙ୍କ ସହ ଅଜୟ ଦେବଗନଙ୍କ ଭଣଜା ଅମନ ଦେବଗନ ଦେଖାଦେବେ‌ । ରାଶାଙ୍କ ଭଳି ଅମନ ବି ଏହି ଫିଲ୍ମରୁ ବଲିଉଡ଼ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ଅଜୟ ଦେବଗନ ନିଜ ଇନଷ୍ଟାଗ୍ରାମରେ ରାଶା ଥଡାନୀ ଏବଂ ଅମନ ଦେବଗନଙ୍କ ଫିଲ୍ମର ଟାଇଟେଲ ପୋଷ୍ଟର ଶେୟାର କରିଛନ୍ତି । ଫିଲ୍ମର ନାଁ ରହିଛି ‘ଆଜାଦ’ । ଅଜୟ ବି ଏଥିରେ ବିଶେଷ ଭୂମିକାରେ ନଜର ଆସିବେ । ’ଆଜାଦ’ ଏକ ଆଡ଼ଭେଞ୍ଚର ଫିଲ୍ମ ଅଟେ ଯାହାକୁ ଅଭିଷେକ କପୁର ନିର୍ଦ୍ଦେଶନା ଏବଂ କୋ-ପ୍ରଡ୍ୟୁସ କରୁଛନ୍ତି । ଅଭିଷେକ କପୁର କାଇ ପୋ ଚେ, କେଦାରନାଥ, ରକ ଅନ ଏବଂ ଚଣ୍ଡିଗଡ଼ କରେ ଆଶିକ ଭଳି ଫିଲ୍ମ ଲାଗି ପ୍ରସିଦ୍ଧ ଅଟନ୍ତି । ସେହିଭଳି ରନୀ ସ୍କ୍ରୁଓ୍ବାଲା ଏବଂ ପ୍ରଜ୍ଞା କପୁର ‘ଆଜାଦ’ର ପ୍ରଡ୍ୟୁସର ଅଟନ୍ତି ।

ରାଶା ଥଡାନୀ ଏବଂ ଅମନ ଦେବଗନ ଷ୍ଟାରର ଫିଲ୍ମ ‘ଆଜାଦ’ର ପ୍ରଥମ ଟିଜର ଦିଓ୍ବାଲୀରେ ରିଲିଜ ହେଉଥିବା ଫିଲ୍ମ ‘ସିଙ୍ଘମ ଏଗେନ‘ ଏବଂ ‘ଭୁଲ ଭୁଲେୟା ୩’ ସହ ଫିଲ୍ମ ହଲରେ ଦେଖାଯିବ । ଏହି ସୂଚନା ନିଜେ ଅଜୟ ଦେବଗନ ଦେଇଛନ୍ତି । ସେହିଭଳି ଫିଲ୍ମର ରିଲିଜ ଡେଟର କଥା ଯଦି ଆମେ କହିବା ତ ଆଗାମୀ ବର୍ଷ ଜାନୁଆରୀରେ ଫିଲ୍ମ ହଲକୁ ଆସିବ । ମାତ୍ର ଏବେ ମେକର୍ସ ଫିଲ୍ମର ରିଲିଜ ଡେଟର ଘୋଷଣା କରିନାହାନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.