ପ୍ରମୂଖ ଖବର
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ଶନି; ଏହି ୩ ରାଶିଙ୍କୁ ମିଳିବ ଧନ, ସଫଳତା...

Published By : Harapriya Sethi | August 17, 2025 6:39 AM

କର୍ମଫଳ ଦାତା ଶନି ଦେବ ନିଜର ନକ୍ଷତ୍ର ପରିବର୍ତ୍ତନ କରି ଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଶନି ଦେବ ୩ ଅକ୍ଟୋବର ୨୦୨୫ରେ ରାତି ୯ଟା ୪୯ ମିନିଟ୍‌ରେ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ବଦଳିବ..

ମିଥୁନ- ଏହି ରାଶିଙ୍କ ପାଇଁ ବେଶ ଲାଭକାରୀ ହେବ । ଚାକିରିରେ ଖୁବ୍‌ ଉନ୍ନତି ହେବ । ସୁବର୍ଣ୍ଣ ସୁଯୋଗ ମିଳିବ । ଯେଉଁଥିରେ ହାତ ଦେବେ ସଫଳତା ପାଇବେ । ଅଟକି ଥିବା ଧନ ଫେରି ପାଇବେ । ମାନ-ସମ୍ମାନ ବୃଦ୍ଧି ହେବ ।

କୁମ୍ଭ- ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ହଠାତ୍‌ ଧନ ଲାଭ ହେବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ଚାକିରି ଓ ବ୍ୟବସାୟରେ ବଡ ସଫଳତା ପାଇବେ । ବିଦେଶ ଯିବାର ସୁଯୋଗ ପାଇବେ । ନୂଆ ନୂଆ ସଫଳତା ମିଳିବ ।

ତୁଳା- ଆର୍ଥିକ କ୍ଷେତ୍ରରେ ଖୁବ୍‌ ଲାଭବାନ୍‌ ହେବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବଡ ସୁଯୋଗ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ପୁରୁଣା କରଜରୁ ମୁକ୍ତି ମିଳିବ । ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.