କଟକ, ୨୯/୧ : ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ଲଞ୍ଚ ନେଇ ଧରା ପଡ଼ିଲେ ଆସୋସିଏଟ ପ୍ରଫେସର । କଟକ ଏସସିବିର ଆସୋସିଏଟ ପ୍ରଫେସର ଡ.ସନାତନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସନାତନଙ୍କଠାରୁ ୨ ଲକ୍ଷ ୬୩ ହଜାର ଟଙ୍କା ଜବତ ହୋଇଛି । ଟଙ୍କା ଜବତ କରି ଅଧିକ ତନାଘନା କରୁଛି ଭିଜିଲାନ୍ସ ।
ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପରେ ବଡ଼ ପାଳି ଖେଳିଥିବା ବ୍ୟାଟ୍ସମ୍ୟାନ୍, ୫ ଜଣଙ୍କ ଭିତରେ ଜଣେ ବି ନାହାନ୍ତି ଭାରତୀୟ....