ପ୍ରମୂଖ ଖବର
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ନେତାଜୀ ସୁବାସ ସେତୁ ଉପରେ ସିରିଜ୍ ଦୁର୍ଘଟଣା : ୨ ବାଇକ, କାରକୁ ଧକ୍କା ଦେଲା ଇନୋଭା, ୨ ଆହତ

କଟକ, ୨୧।୫ : କଟକ ଜୁଡ଼ିସିଆଲ ଏକାଡେମୀ ରୁ ତ୍ରିଶୁଳିଆ ସଂଯୋଗ କରୁଥିବା ନେତାଜୀ ସୁବାସ ସେତୁ ଉପରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ଇନୋଭା କାରା ୨ଟି ବାଇକ ଓ କାରକୁ ଧକ୍କା ଦେଇଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି। 

ଦ୍ରୁତ ଗତିରେ ତ୍ରିଶୂଳିଆ ପଟୁ ଆସୁଥିବା ଇନୋଭା କାର ପ୍ରଥମେ ଏକ କାର ପରେ ବୁଲେଟ ସମେତ ସ୍ପ୍ଲେଣ୍ଡର ଗାଡ଼ି କୁ ଧକ୍କା ଦେଇଥିଲା। ଏଥିରେ ୨ ଜଣ ଆହତ ହୋଇଥିଲେ। ସେମାନଙ୍କୁ ମର୍କତ ନଗର ଥାନା ପୋଲିସ ଉଦ୍ଧାର କରି  ମେଡ଼ିକାଲ ପଠାଇଛି ।ଦୁର୍ଘଟଣା ଘଟାଇଥିବା ଇନୋଭା ଗାଡ଼ି ର ଡ୍ରାଇଭର ଫେରାର ହୋଇଯାଇଛି।ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ବାଇକ୍ କୁ କାର ଧକ୍କା ଦେଇ ପାଖାପାଖି ୧୦୦ ମିଟର ଘୋଷାଡି ଆଣି ଥିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। 

ଆହୁରି ପଢନ୍ତୁ : ବିଜେଡି ଛାଡିଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.