ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ବୋମା ନିଷ୍କ୍ରିୟ ବେଳେ ଅଘଟଣ, ବୋମା ବିସ୍ଫୋରଣ ଘଟି ହାବିଲଦାର ମୃତ

କଟକ, ୧୪/୦୬ : ବୋମା ନିଷ୍କ୍ରିୟ ବେଳେ ଅଘଟଣ। ଜବତ ହୋଇଥିବା ବୋମା ନଷ୍ଟ କରିବା ବେଳେ ବିସ୍ଫୋରଣ ଘଟିଛି। କଟକ ଗୋପାଳପୁର ସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା। ନିଷ୍କ୍ରିୟକାରୀ ପୋଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି। କିଭଳି ଏବଂ କେଉଁ ପରିସ୍ଥିତିରେ ହାବିଲଦାରଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.