ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

କଟକ ସୂତାହାଟରେ ବୋମାମାଡ଼, କାରଣ ଅସ୍ପଷ୍ଟ

କଟକ, ୧୪/୬ : କଟକ ସୂତାହାଟଠାରେ ବୋମାମାଡ଼ ।  କଟକ ସୂତାହାଟଠାରେ ଥିବା ଏକ ଧର୍ମାନୁଷ୍ଠାନ ପରିସର‌ରେ ବୋମାମାଡ଼ । ରାତି ପାଖାପାଖି ୯ଟା ୧୫ ମିନିଟ ସମୟରେ ହୋଇଛି ଏହି ବୋମାମାଡ଼ । ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.