ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ରାତିଅଧରେ ଘରେ ପସି ଚୋରି କରୁଥିବା ବେଳେ ଧରାପଡିଲା ଚୋର, ପୁଲିସ ଜିମା ଦେଲେ ଗ୍ରାମବାସୀ

ସାଲେପୁର, ୧୨/୦୬ : ମଙ୍ଗଳବାର ବିଳମ୍ବିତ ରାତ୍ରରେ ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ପଶି ଜଣେ ଯୁବକ ଚୋରି କରୁଥିବା ବେଳେ ଧରାପଡିଛନ୍ତି। ଗ୍ରାମବାସୀମାନେ ଉଠିପଡିବାରୁ ଚୋରି କରୁଥିବା ଯୁବକ ଜଣଙ୍କ ଖସି ପଳାଇବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଗ୍ରାମବାସୀମାନେ ଯୁବକକୁ କାବୁକରି ଗ୍ରାମ ମଝିରେ ଥିବା ଏକ ବିଦ୍ୟୁତ ଖଣ୍ଟରେ ବାନ୍ଧି ଦେଇଥିଲେ। ଏହାପରେ ପୋଲିସ ଜିମା ଦେଇଥିଲେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଯୁବକ ଜଣକ ଗତକାଲି ରାତି ପ୍ରାୟ ୨ଟା ସମୟରେ ଗ୍ରାମରେ ପଶି ଚୋରି କରୁଥିଲା। ଗ୍ରାମବାସୀମାନେ ଉଠିପଡିବାରୁ ଯୁବକ ଜଣକ ଖସି ପଳାଇବା ପାଇଁ ଉଦ୍ୟମ କରୁଥିଲା। ଯୁବକ ଜଣକ ସପରିବାରେ ବହୁ ବର୍ଷ ହେବ ଚନ୍ଦ୍ରାଦେଇପୁର ପଞ୍ଚାୟତରେ ଘରଭଡ଼ା ନେଇ ରହିଆସୁଥିବା ବେଳ ତାର ନାମ ସମେରେନ୍ଦ୍ର ଦାଶ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.