ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଶନି-ବୁଧଙ୍କ ଓଲଟା ଚଳନ, ଏହି ରାଶିରେ ଲାଗି ରହିବ ସମସ୍ୟା...

Published By : Harapriya Sethi | July 16, 2025 6:44 AM

ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଏବଂ ବୁଧ ଉଭୟଙ୍କର ବିଶେଷ ଗୁରୁତ୍ୱ ରହିଛି । ଏହି ଉଭୟ ଗ୍ରହ ସମୟ ସମୟରେ ରାଶି ଏବଂ ନକ୍ଷତ୍ରର ଭ୍ରମଣ ସହିତ ପଛକୁ ଅର୍ଥାତ ବିପରୀତ ଦିଗରେ ଗତି କରନ୍ତି । ୧୩ ଜୁଲାଇରେ ଶନି ଗ୍ରହ ବିପରୀତ ଦିଗରେ ଗତି କରୁଥିବାବେଳେ ଦୁଇ ଦିନ ପରେ ବୁଧ ମଧ୍ୟ ବିପରୀତ ଦିଗରେ ଗତି କରିବା ଆରମ୍ଭ କରିଛନ୍ତି । ପଞ୍ଚାଙ୍ଗ ଅନୁସାରେ ଜୁଲାଇ ମାସରେ ଶନି ଏବଂ ବୁଧଙ୍କ ଓଲଟା ଚାଳନା ଯୋଗୁ ମକର ରାଶିର ଲୋକଙ୍କ କ୍ଷେତ୍ରରେ ସମସ୍ୟା ବୃଦ୍ଧି ପାଇବ । ଆପଣ ଶୀଘ୍ର କିଛି ଭୁଲ ନିଷ୍ପତ୍ତି ନେବେ, ଯାହା ଫଳରେ ଭାରୀ କ୍ଷତି ହେବ । ମଙ୍ଗଳର ଅଶୁଭ ଦୃଷ୍ଟି ଯୋଗୁଁ ଆଘାତ, ବିଦ୍ୟୁତ ଜନିତ ଆଘାତ ଏବଂ ଅଗ୍ନି ଯୋଗୁଁ କ୍ଷତି ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଚିଡିଚିଡା ହୋଇଯିବେ ।

ଚାକିରି କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଛୋଟ ଛୋଟ କଥାରେ ପସିବା ଉଚିତ ନୁହେଁ । ନଚେତ୍‍ ସମ୍ପର୍କ ଏବଂ ପ୍ରତିଛବି ଉଭୟ ଖରାପ ହୋଇପାରେ । ଏହାସହିତ ମକର ରାଶିର ଲୋକଙ୍କୁ ଆହୁରି ଅନେକ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିବ । ବୈବାହିକ ଜୀବନରେ ବିବାଦ ଦେଖା ଦେଇପାରେ । ମିଛ କହିବାଠାରୁ ଦୂରେଇ ରୁହନ୍ତୁ । ବାପା ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.