ଭୁବନେଶ୍ଵର, ୧୧/୧୦ : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି। ରାଜ୍ୟବ୍ୟାପୀ ଛାଡ଼ ହେଲା ସବୁ ଦୁର୍ଗାପୂଜା ପେଣ୍ଡାଲ ଭଡ଼ା। ଭୁବନେଶ୍ଵର ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରାଯାଇଛି। ଏନେଇ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି।

‘ମୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ନାହିଁ’: ଉମ...