ସୋନପୁର, ୨୧।୧୨ :  ଲାଞ୍ଚ ନେଇ ଧରାପଡିଲେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର   । ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର   ବିପିନ କୁମାର ଦେହୁରି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ । ଋଣ ମଞ୍ଜୁର କରାଇ ଦେବାକୁ ଲାଞ୍ଚ  ନେଉଥିଲେ ।