ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଦୀର୍ଘ ବର୍ଷ ପରେ ମହାଶକ୍ତିଶାଳୀ ଯୋଗ: ଏକାଠି ହେଲେ ସୂର୍ଯ୍ୟ-ଶନି, ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ...

Published By : Harapriya Sethi | June 25, 2025 6:50 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୩ ଜୁନ୍‌ ଦିନ ୧ଟା ୫୭ ମିନିଟ୍‌ରେ ସୂର୍ଯ୍ୟ-ଶନି ପରସ୍ପର ସହ ୯୦ ଡିଗ୍ରୀରେ ରହିଲେ । ଫଳରେ କେନ୍ଦ୍ର ଯୋଗ ସୃଷ୍ଟି ହୋଇଛି । ଏହି ଯୋଗ ସୃଷ୍ଟି ହେବା ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବା ସହ ଅଟକି ଥିବା କାମ ମଧ୍ୟ ପୂରଣ ହେବ । ପଦ-ପ୍ରତିଷ୍ଠା ବୃଦ୍ଧି ହେବ । ଜାଣନ୍ତୁ ସେହି ରାଶି ବିଷୟରେ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଧନ ବୃଦ୍ଧି ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ଆୟରେ ବୃଦ୍ଧି ହେବ । ପରିବାର ସହ ହସଖୁସିର ବାତାବରଣ ରହିବ । ବ୍ୟବସାୟୀଙ୍କୁ ବଡ ଲାଭ ମିଳିବ । ଅଟକି ଥିବା ଧନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କର୍କଟ- ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । କାମରେ ଥିବା ବାଧା ଦୂର ହେବ । ଯାତ୍ରାର ଯୋଗ ରହିଛି । ଜୀବନରେ ଖୁସିର ଆଗମନ ହେବ । ଧନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଟଙ୍କା ନିବେଶ କରିବାର ଯୋଗ ରହିଛି ।

ମକର- ଏହି ରାଶିଙ୍କୁ ଲାଭ ମିଳିବ । ଜୀବନରେ ଖୁସି ବୃଦ୍ଧି ହେବ । ପରିଶ୍ରମର ଫଳ ମିଳିବ । ଅନେକ କ୍ଷେତ୍ରରେ ସଫଳତା ପାଇବ । ମାନ-ସମ୍ମାନ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ହଠାତ୍‌ ଧନ ମିଳିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.