ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସୁନୀଲ ଗାଭାସ୍କର ପାକିସ୍ତାନ ସହ ମ୍ୟାଚ୍ ଖେଳିବାକୁ ନେଇ ଦେଲେ ବଡ଼ ବୟାନ, କହିଲେ…

Published By : Gurupada Nath | May 4, 2025 5:09 PM

ମୁମ୍ବାଇ,୪/୫ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ପହଲଗାମ ଆତଙ୍କୀ ଆକ୍ରମଣ ପରେ ବିବାଦ ଲାଗି ରହିଛି । କଶ୍ମୀର ଘାଟିରେ ହୋଇଥିବା ପହଲଗାମ ଆକ୍ରମଣ ପରେ ପୂରା ଦେଶରେ ଆକ୍ରୋଶର ମାହୋଲ ଛାଇଯାଇଛି । ଏହି ଆକ୍ରମଣରେ ଭାରତର ୨୬ନିର୍ଦୋଶ ଲୋକଙ୍କୁ ହତ୍ୟା କରାଯାଇଛି । ସେହିଭଳି ଏହି ମାମଲାରେ ଖେଳ ଜଗତର ଲୋକ ବି କଡ଼ା ଶଦ୍ଦରେ ନିନ୍ଦା କରିଛନ୍ତି । କେତେକ କ୍ରିକେଟର ପାକିସ୍ତାନ ସହ କ୍ରିକେଟରେ ଯୋଡ଼ିଥିବା ସମ୍ପର୍କକୁ ଭାଙ୍ଗିବା ବିଷୟରେ କହିଛନ୍ତି । ଏବେ ପାକିସ୍ତାନକୁ ନେଇ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ବି ବଡ଼ ବୟାନ ଦେଇଛନ୍ତି ।

ସୁନୀଲ ଗାଭାସ୍କର ଏକ ସାକ୍ଷାତକାରରେ କହିଛନ୍ତି କି, ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼(ବିସିସିଆଇ) ପାକିସ୍ତାନ ବିପକ୍ଷରେ ଆକ୍ସନ ନେଇପାରେ । ଯେଭଳି କି ଭାରତ ସରକାର ନେଉଛନ୍ତି । ଗାଭାସ୍କର କହିଛନ୍ତି କି, ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏଭଳି ସ୍ଥିତି ଲାଗି ରୁହେ ତ ଆଗାମୀ ଦିନରେ ଏଭଳି ହେବ କି ପାକିସ୍ତାନ ଏସିଆ କପର ଭାଗିଦାରୀ ହେବ ନାହିଁ । 

ସୁନୀଲ ଗାଭାସ୍କର କହିଛନ୍ତି ଏଥର ଭାରତ ଏବଂ ଶ୍ରୀଲଙ୍କା ଏସିଆ କପ୍ ଆୟୋଜନ କରିବାକୁ ଯାଉଛନ୍ତି ।  ତେବେ ଏହା ସମ୍ଭବ ଯେ ଭାରତ, ଆୟୋଜକ ଭାବରେ, ନିଜ ଦେଶରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଗାଭାସ୍କର ଏହା ମଧ୍ୟ ଦାବି କରିଛନ୍ତି ଯେ ଭବିଷ୍ୟତରେ ଏସୀୟ କ୍ରିକେଟ ପରିଷଦ (ଏସିସି) ମଧ୍ୟ ଭାଙ୍ଗିଯାଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.