ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ମେଷ ରାଶିରେ ସୂର୍ଯ୍ୟ ଗୋଚର; ବଦଳିବ ଏହି ୫ ରାଶିଙ୍କ ଭାଗ୍ୟ...

Published By : Harapriya Sethi | August 11, 2025 6:50 AM

ଚଳିତ ଅଗଷ୍ଟ ମାସ ୧୪ ତାରିଖରେ ମେଷ ରାଶିରେ ସୂର୍ଯ୍ୟ ଚଳନ କରିବେ । ସୂର୍ଯ୍ୟଙ୍କ ଏହି ଚଳନ ସହ ଏହି ଦିନ ଦୀର୍ଘ ୧୮ ବର୍ଷ ପରେ କେତୁ ଓ ସୂର୍ଯ୍ୟ ମେଷ ରାଶିରେ ଏକାଠି ହେବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ କେତୁ ଏହି ସମୟରେ ଏକାଠି ହେବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଅତ୍ୟନ୍ତ ଲାଭକାରୀ ହେବାକୁ ଯାଉଛି । ମେଷ ସମେତ ୫ ରାଶିଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ପ୍ରତିଷ୍ଠା ବୃଦ୍ଧି ହେବ । ମାନସିକ ଶାନ୍ତି ମିଳିବ । ଏହି ରାଶିଙ୍କୁ ସଫଳତା ସହ ଧନ ଲାଭର ଯୋଗ ରହିଛି । ଜାଣନ୍ତୁ..

ମେଷ- ସୂର୍ଯ୍ୟ ଓ କେତୁଙ୍କ ଏକାଠି ମେଷ ରାଶିରେ ୫ମ ସ୍ଥାନରେ ହେବାକୁ ଯାଉଛି । ପ୍ରେମ ସମ୍ପର୍କ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ସଫଳତା ହାସଲ କରିବେ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ଦରମା ବଢିବ । ବଡ ସଫଳତା ସହ ନୂଆ ନୂଆ ସୁଯୋଗ ମିଳିବ ।

ସିଂହ- ସିଂହ ରାଶିରେ ସୂର୍ଯ୍ୟ-କେତୁ ଏକାଠି ହେବା ଖୁବ୍‌ ପ୍ରଭାବଶାଳୀ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ମାନସିକ ଶାନ୍ତି ମିଳିବ । ଚାକିରିରେ ଦାୟିତ୍ୱ ବଢିବ । ମାନ-ସମ୍ମାନ ବୃଦ୍ଧି ହେବ । ଆର୍ଥିକ ଲାଭ ହେବ । ଆୟରେ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

ତୁଳା- ଆର୍ଥିକ ଓ ବ୍ୟବସାୟ ମାମଲାରେ ସମୟ ଶୁଭଙ୍କର । ବ୍ୟବସାୟରେ ଥିବା ସମସ୍ୟା ଦୂର ହୋଇ ଲାଭ ହେବ । ଅଟକି ଥିବା କାମ ମଧ୍ୟ ପୂରଣ ହେବ । ସଫଳତା ମିଳିବ । ଧନ ପ୍ରାପ୍ତି ପାଇଁ ନୂଆ ନୂଆ ସୁଯୋଗ ମିଳିବ । ଭବିଷ୍ୟତ ପାଇଁ ନୂଆ ଯୋଜନା କରିବା ସହ ସହଯୋଗ ମିଳିବ ।

ବିଛା- ଏହି ରାଶିଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ । ପରିଶ୍ରମର ଫଳ ସହ ସୁବର୍ଣ୍ଣ ସୁଯୋଗ ମିଳିବ । ମାନ-ସମ୍ମାନ ବଢିବା ସହ ହଠାତ୍‌ ଧନ ମିଳିବ । ସଫଳତା, ସୁଖ-ସମୃଦ୍ଧି ସବୁକିଛି ପ୍ରାପ୍ତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

ମକର- କର୍ମକ୍ଷେତ୍ର, ଶିକ୍ଷା, ବ୍ୟବସାୟରେ ଉନ୍ନତି ହିଁ ଉନ୍ନତି ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବିଶେଷ କୃପା ମିଳିବ । ପୂର୍ବ ଅପେକ୍ଷା ଅଧିକ ଟଙ୍କା ସଞ୍ଚୟ କରିବେ । ପଦନ୍ନୋତି ହେବ । ଦାୟିତ୍ୱ ବଢିବ । ମାନସିକ ଶାନ୍ତି ମିଳିବ । କୋର୍ଟ-କଚେରୀ ମାମଲାରେ ସଫଳତା ମିଳିବ । ନୂଆ କାମ ଆରମ୍ଭ କରିବେ। ସୁବର୍ଣ୍ଣ ସୁଯୋଗ ମିଳିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.