Germany New Rule: ଜର୍ମାନୀରେ ଚାକିରିଆଙ୍କୁ ଝଟ୍କା ! ଅସୁସ୍ଥ ହେଲେ ପ୍ରଥମ ଦିନରୁ ଲୋଡ଼ା ମେଡିକାଲ ସାର୍ଟିଫିକେଟ୍, ଧନୀଙ୍କୁ ଦେବାକୁ ହେବ ଅଧିକ ଟ୍ୟାକ୍ସ
ନୂଆଦିଲ୍ଲୀ, ୩।୭: ଯଦି ଆପଣ ଜର୍ମାନୀରେ ଚାକିରି କରୁଛନ୍ତି ଏବଂ ଆପଣଙ୍କ ଦେହ ହଠାତ୍ ଖରାପ ହେଉଛି, ତେବେ କେବଳ ଏକ କଲ୍ କିମ୍ବା ମେସେଜ୍ ମାଧ୍ୟମ...