୮ ନିଲମ୍ଵିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି : ପ୍ରମିଳା ମଲ୍ଲିକଙ୍କ ଆହ୍ଵାନ 'ନିଜକୁ ଲୋକପ୍ରିୟ ଭାବୁଥିଲେ ଉପନିର୍ବାଚନକୁ ଓହ୍ଲାଅ'
ଭୁବନେଶ୍ଵର, ୨୭/୦୪ : ୮ ନିଲମ୍ଵିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି। ଶଙ୍ଖ ଭବନରେ ବୈଠକ ପରେ ବିଜେଡି ବିଧାୟକ ଟ...