ସର୍ବାଧିକ ବିଦ୍ୟୁତ୍ ଉତ୍ପାଦନ କରୁଥିବା ପ୍ରକଳ୍ପରେ ବିଚିତ୍ର ସ୍ଥିତି; ଟ୍ରାନ୍ସଫର୍ମର ଅଚଳ, ତିନି ମାସରେ ଟାଟା ପାୱାରକୁ ଗଣିଲେଣି ୬୪.୫ ଲକ୍ଷ ଟଙ୍କା
ଜୟପାଟଣା, ୨୬/୦୨: ଓଡ଼ିଶାର ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ସର୍ବାଧିକ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । ବିଜୁଳି ଆବଣ...