ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଏଲନ ମସ୍କଙ୍କୁ ପୂର୍ବତନ କର୍ମଚାରୀଙ୍କ ଟାର୍ଗେଟ, କହିଲେ ସେ ଜଣେ ରାକ୍ଷସ...

Published By : Ankita S | April 21, 2025 9:46 AM

ନୂଆଦିଲ୍ଲୀ,୨୧/୦୪: ବିଲିଓନୟର ଏଲନ ମସ୍କଙ୍କୁ ଟାର୍ଗେଟ କରିଛନ୍ତି ଟେସଲା ପୂର୍ବତନ କର୍ମଚାରୀ ତଥା ଇଞ୍ଜିନିୟର କ୍ରିଷ୍ଟାନ ବାଲାନ । ନିକଟରେ ଏଲମ ମସ୍କ ଓ ତାଙ୍କ କମ୍ପାନୀ ବିରୋଧରେ କରିଥିବା ଆଇନଗତ ଲଢେଇରେ ଜିତିଥିବା କ୍ରିଷ୍ଟାନ ବାଲାନ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି । ଏହା ସହିତ ମସ୍କଙ୍କୁ ରାକ୍ଷସ ବୋଲି କହିଛନ୍ତି । ଟେସଲା କାର ଉପରେ ଚିନ୍ତା ପ୍ରକାଶ କରିବାରୁ ଆମେରିକା ରାଷ୍ଟ୍ରପତି କ୍ରିଷ୍ଟାନ ବାଲାନ ତାଙ୍କୁ ବରଖାସ୍ତ କରିଥିଲେ ।

ମିରର୍‌ ୟୁକେ ରିପୋର୍ଟ ଅନୁସାରେ, କ୍ରିଷ୍ଟାନ ବାଲାନ ଏଲନ ମସ୍କକୁ କାଠଗଡାକୁ ନେବାକୁ ଚାହୁଁଛନ୍ତି । ସେ ଦାବି କରିଛନ୍ତି ଯେ ଟେସଲା କାରର ଡିଡାଇନରେ ତ୍ରୁଟି ରହିଛି । ଏକଦା ସେ ଟେସଲା ମଡେଲରେ କାମ କରୁଥିଲେ । ୨୦୧୪ରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା । କାର୍ଲିଫର୍ଣ୍ଣିଆର ଏକ କୋର୍ଟରେ ମାନହାନୀ ମକଦ୍ଦମା କରିଥିଲେ । ଏଲନ ମସ୍କ ଓ ଟେସଲା ବିରୋଧରେ କରିଥିବା ମାମଲାରେ କ୍ରିଷ୍ଟାନ ବାଲାନ ଜିତିଛନ୍ତି । ଏହାପରେ ସେ ଏଲନ ମସ୍କ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ଟେସଲା ଓ ଏଲମ ମସ୍କଙ୍କ ଉପରେ ବର୍ଷିଥିଲେ କ୍ରିଷ୍ଟାନ । ଏଲନ ମସ୍କ ଜଣେ ମନ୍ଦବୁଦ୍ଧି, ରାକ୍ଷସ ବୋଲି କହିଛନ୍ତି କ୍ରିଷ୍ଟାନ ।

ବାଲାନ କହିଛନ୍ତି ଯେ, ସେ ମସ୍କକୁ ସିଧାସଳଖ ଇମେଲ କରିଥିଲେ । କାରରେ ଶହ ଶହ ତ୍ରୁଟି ସମେତ ଗୁରୁତର ବିଷୟଗୁଡିକ ବିଷୟରେ ଆଲୋଚନା କରିବାକୁ ଜଣାଇତିଲେ ହେଲେ ପଦକ୍ଷେପ ଗ୍ରହଣ ବଦଳରେ ତାଙ୍କୁ ଟେସଲାର ଏଚଆର ଏବଂ ଟିମ୍‌ରୁ ବହିଷ୍କାର କରାଯାଇଥିଲା ।

ଅଧିକ ପଢନ୍ତୁ...Elon Musk: ଟେସଲା ଉପରେ ଆକ୍ରମଣକୁ ନେଇ ମୁହଁ ଖୋଲିଲେ ମସ୍କ; ଜର୍ଜ ସୋରସଙ୍କ ସମେତ ଅନେକ ଲୋକଙ୍କୁ କଲେ ଟାର୍ଗେଟ...

୨୦୧୯ରେ କ୍ରିଷ୍ଟାନ ଟେସଲା ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ । କମ୍ପାନୀ ତାଙ୍କ ଉପରେ ସଂଶାଧନର ସିକ୍ରେଟ୍ ଉପଯୋଗ କରିବାର ଅଭିଯୋଗ କରିଥିଲା । ଲଗାତାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ କ୍ରିଷ୍ଟାନ । ଏହାପରେ କୋର୍ଟରେ କରିଥିବା ମାନହାନୀ ମକଦ୍ଦମା ମାମଲାରେ ବିଜୟ ହାସଲ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.