କଟକ, ୬।୧୦ : ବିଚ ରାସ୍ତାରେ ଅଟୋ ଚାଳକର ବେକ କାଟି ଦେଲ ଦୃର୍ବୁତ୍ତ।ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳରୁ ଘଟିଛି ଏଭଳି କାଣ୍ଡ।କଟକ ଲିଙ୍କ ରୋଡ ଛକ ରେ ଘଟିଛି ଏଭଳି ଘଟଣା।ଆହତ ଅଟୋ ଚାଳକ କଟକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।