ପୁରୀ,୧୯/୯ : ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବାବେଳେ ବୁଡ଼ିଗଲେ ପର୍ଯ୍ୟଟକ। ରିପ୍ କରେଣ୍ଟରେ ପଡି ବୁଡିଗଲେ ପର୍ଯ୍ୟଟକ। ସମୁଦ୍ର କୂଳ ସେକ୍ଟର ୯ ରେ ଘଟିଛି ଏହି ଅଘଟଣ।

ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକଙ୍କୁ ମରଣ ମୁହଁରୁ ଉଦ୍ଧାର କଲେ ଲାଇଫ ଗାର୍ଡ଼। ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ଼ର କୁନାଲ ବିଶାଇ।