କଟକ ୩୧/୧୨: କଟକ ୪୨ ମୌଜା ବେଣ୍ଟକାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବାଲି ବୋଝେଇ ଟ୍ରାକ୍ଟର। ତଳେ ଚାପିହୋଇ ଚାଲିଗଲା ଜଣଙ୍କ ଜୀବନ। ଜଣେ ଗୁରୁତର। ମୃତକ ଜଣକ ଟ୍ରାକ୍ଟର ହେଲ୍ପର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।