ପ୍ରମୂଖ ଖବର
  • ରିଆମାଳ: ଧରାପଡିଲେ କେନ୍ଦୁପତ୍ର ଚୋର:୧୩ ଜଣ ଲୁଟେରା ଗିରଫ, ୪୫ ବଣ୍ଡଲ କେନ୍ଦୁପତ୍ର ଜବତ
  • ||
  • ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ନବବର୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ୍‌ କାର୍ଡ
  • ||
  • ଆସିକା : ଜମି ବିବାଦରୁ ଗଡ଼ିଲା ମୁଣ୍ଡ, ଗଳା କାଟି ଯୁବକଙ୍କୁ ହତ୍ୟା
  • ||
  • କେନ୍ଦୁଝର : ଚୋରି କରିବାକୁ ଆସି ପେଟପୂଜା, ଦୋକାନ ତାଲା ଭାଙ୍ଗି ଖାଇଦେଲେ ରାବିଡ଼ି ଲସି
  • ||
  • ମାଲକାନଗିରି : ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ରୋଗୀଣା ମା'କୁ ଭାରରେ ବୋହିଲା ପୁଅ
  • ||
  • ବୌଦ୍ଧ : ୨୨ କେଜି ଗଞ୍ଜେଇ ସହ ୪୦ ହଜାର ଟଙ୍କା ଜବତ, ଜଣେ ଗିରଫ
  • ||
  • ଭଦ୍ରକ : ନାଳରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ
  • ||
  • କାମାକ୍ଷାନଗର : ୪ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ, ୨ ଗିରଫ
  • ||
  • ଆଜି ରାଜ୍ୟ କ୍ୟାବିନେଟ୍‌, ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତିର ଲାଗିପାରେ ମୋହର
  • ||
  • ଆସିଲା ଶୀତ : ୨୦ ଡିଗ୍ରୀ ତଳେ ୧୫ ସହର
  • ||
  • ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
  • ||
  • ବଡଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା
  • ||
  • କୋରାପୁଟ : ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ, ଜଣେ ଗିରଫ
  • ||

କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା

କଟକ, ୧୪/୧୦: ଆଜି ମହାମାୟାଙ୍କ ଭସାଣି ଉତ୍ସବ । ପ୍ରସ୍ତୁତ ହେଉଛି ସାରା ରାଜ୍ୟ ।  ଭସାଣି ଉପଲକ୍ଷେ କଟକରେ ଟ୍ରାଫିକ କଟକଣା ଲାଗୁ ହୋଇଛି ।  ମେଢ଼ ଯାଉଥିବା ମୁଖ୍ୟ ରାସ୍ତାରେ ୱାନ୍ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ବିଶେଷ କରି କଲେଜ ଛକରୁ ମାତା ମଠ ପର୍ଯ୍ୟନ୍ତ ୱାନ ୱେ ଟ୍ରାଫିକ ବ୍ୟବସ୍ଥା ହୋଇଛି । ଏହାଛଡ଼ା ମାତା ମଠ ଠାରୁ ଦେବୀ ଗଡା ପର୍ଯ୍ୟନ୍ତ ମଧ୍ୟ ୱାନ ୱେ ଟ୍ରାଫିକର ବନ୍ଦୋବସ୍ତ କରାଯାଇଛି । 

ତେବେ ମେଢ଼ ଯିବା ସମୟରେ ଗଳି ରାସ୍ତାରୁ କୌଣସି ଯାନବାହନ ମୁଖ୍ୟ ରାସ୍ତାକୁ ଯାଇ ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଖାନନଗର ଛକରୁ କୌଣସି ଯାନବାହନ ପୁରୀଘାଟ ତଥା ଦେବୀ ଗଡା ରାସ୍ତା ରେ ଯାଇ ପାରିବେ ନାହିଁ ବୋଲି କଟକ କମିଶନରେଟ ଟ୍ରାଫିକ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.