କେସିଙ୍ଗା,୧୧।୬: କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ କେସିଙ୍ଗା ଏନ୍ଏଚ୍ ୨୬ ସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟରେ ଗାଡି ମଟର ଯାଞ୍ଚ ହୋଇଛି । ସନ୍ଧ୍ୟା ୫ ଟାରୁ ରାତି ସାଢ଼େ ୭ ଟା ପର୍ଯ୍ୟନ୍ତ ଗାଡ଼ି ମଟର ଯାଞ୍ଚ ଜୋରସୋରରେ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଟ୍ରାଫିକ ନିରୀକ୍ଷକ ମିଥୁନ ପ୍ରଧାନ ଏବଂ କେସିଙ୍ଗା ଅବକାରୀ ଅଧିକାରୀ ବିଶ୍ବଜିତ ଆରୁଖଙ୍କ ନେତୃତ୍ୱରେ ଗାଡ଼ି ମୋଟର ଯାଞ୍ଚ କରିଥିଲେ।

ଆପ୍ର ବଡ଼ ଘୋଷଣା, ବିହାର ବିଧାନସଭା ନିର୍ବାଚନରେ ସବ...