ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

‘ଛାଭା’ ଫିଲ୍ମ ଦେଖି ଭାବବିହ୍ୱାଳ ହୋଇଗଲେ ଏହି କୁନି ଦର୍ଶକ , ଭିକି କୌଶଳ କହିଲେ –

Published By : Prameya | February 17, 2025 8:26 PM

ମୁମ୍ୱାଇ – ଭିକି କୌଶଳଙ୍କର ଫିଲ୍ମ ‘ଛାଭା’ କୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ଫିଲ୍ମ ରିଲିଜର ୩ଦିନରେ ହିଁ ବକ୍ସ ଅଫିସରେ ୧୦୦ କୋଟି ଟଙ୍କାର ସଂଖ୍ୟା ଅତିକ୍ରମ କରି ସାରିଛି। ଫିଲ୍ମର କ୍ଲାଇମ୍ୟାକ୍ସ ସମସ୍ତଙ୍କୁ କନ୍ଦାଇ ଦେଇଛି। ଏବେ ଭିକି କୌଶଳ ନିଜର ଛୋଟ ଫ୍ୟାନଙ୍କର ଭିଡ଼ିଓ ପୋଷ୍ଟ କରିଛନ୍ତି। ଶିଶୁଟି ଫିଲ୍ମରେ ଛାଭା ର ଦୃଶ୍ୟ ଦେଖି ଭାବୁକ ହୋଇ ଯାଇଛି। ଏହାକୁ ଦେଖି ଭିକି କୌଶଳ ଲେଖିଛନ୍ତି କି, ସେ ସେହି ପିଲାକୁ ଟିକେ  ଆଲିଙ୍ଗନ କରନ୍ତେ କି। 

ଫିଲ୍ମରେ ଦୃଶ୍ୟରେ ହାତ ରଖି ଶିବାଜୀ ମହାରାଜଙ୍କର ଜୟ ଜୟକାର ନାରା ଲଗା ଯାଉଛି। ଚେହେରାରେ ଦେଖିବାକୁ ମିଳୁଛି କି, ପିଲାଟି ବହୁତ ଇମୋସନାଲ ହେଉଛି। ପରେ ସେ କାନ୍ଦିବାର ନଜର ଆସୁଛି। ଭିକି କୌଶଳ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି , ଆମର ସବୁଠୁ ବଡ଼ ଆୟ। ବେଟା ତୁମ ଉପରେ ଖୁବ୍‌ ଗର୍ବିତ । ତୁମକୁ ଟିକେ ଛାତିରେ ଲଗାଇ ଥାନ୍ତି କି। ପ୍ରେମ ଓ ଇମୋସନ୍ସ ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ଆମେ ଚାହୁଁ ଥିଲୁ କି ଶମ୍ଭୁ ରାଜେଙ୍କ କାହାଣୀ ଦୁନିଆର ପ୍ରତି ଘରେ ପହଞ୍ଚୁ ..ଏବଂ ଏମିତି ହେବାର ଦେଖିବା ଆମର ସବୁଠୁ ବଡ଼ ବିଜୟ। 


ଛାଭା’  ଫିଲ୍ମ ହିଷ୍ଟୋରିକାଲ ଡ୍ରାମା। ଏହା ଛତ୍ରପତି ଶିବାଜୀଙ୍କ ପୁଅ ସାମ୍ଭାଜୀ ମହାରାଜଙ୍କର ଜୀବନୀ ଉପରେ ଆଧାରିତ। ଫିଲ୍ମରେ ଭିକି କୌଶଳ ମୁଖ୍ୟ ଭୂମିକାରେ ଅଛନ୍ତି। ରଶ୍ମିକା ମନ୍ଦାନା ତାଙ୍କର ପତ୍ନୀ ୟେସୁବାଇ ଭୋସଲେଙ୍କ ଚରିତ୍ରରେ ଅଛନ୍ତି। ଅକ୍ଷୟ ଖନ୍ନା ଫିଲ୍ମରେ ଔରଙ୍ଗଜେବ୍‌ ହୋଇଛନ୍ତି। ତାଙ୍କର ଆକ୍ଟିଂକୁ ନେଇ ଖୁବ୍ ପ୍ରଶଂସା କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.